Below header

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ED , ମୋଟ୍ ୧୦ଟି ସ୍ଥାନରେ କରୁଛି ରେଡ୍

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ED ରେଡ୍ । ଭଣ୍ଡାରିପୋଖରୀ ବିଧାୟକ ଭୁବନେଶ୍ବର ଘରେ ଚାଲିଛି ଇଡି ରେଡ୍ । ବରପଦା ଇଞ୍ଜିନିୟରିଂ କଲେଜର ଆର୍ଥିକ ଅନିୟମିତତା ଘଟଣାରେ ରେଡ୍ ଚାଲିଛି ।

ଭୁବନେଶ୍ବର (କେନ୍ୟୁଜ) : ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ED ରେଡ୍ । ଭଣ୍ଡାରିପୋଖରୀ ବିଧାୟକ ଭୁବନେଶ୍ବର ଘରେ ଚାଲିଛି ଇଡି ରେଡ୍ । ମୋଟ୍ ୧୦ଟି ସ୍ଥାନରେ ରେଡ୍ କରୁଛି ଇଡି। ଭୁବନେଶ୍ବରର ୪ଟି ଓ ଭଦ୍ରକର ୬ଟି ସ୍ଥାନରେ ରେଡ୍ ଜାରି ରହିଛି । ଭଦ୍ରକ ନୂଆବଜାର ସ୍ଥିତ ଘର ସହିତ କଲେଜର ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । ବରପଦା ଇଞ୍ଜିନିୟରିଂ କଲେଜର ଆର୍ଥିକ ଅନିୟମିତତା ଘଟଣାରେ ରେଡ୍ ଚାଲିଛି । ଇଡିର ୫ ଜଣିଆ ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.