Below header

ପାରାଦୀପ : ସାନଭାଇକୁ ହତ୍ୟା କଲା ବଡଭାଇ

ପାରାଦୀପ : ପାରାଦୀପ ନୂଆବଜାରରେ ହତ୍ୟାକାଣ୍ଡ । ସାନଭାଇକୁ ହତ୍ୟା କରିଛି ବଡଭାଇ । ମୃତକଙ୍କ ନାଁ ସୁଦୀପ୍ତ ସ୍ୱାଇଁ । ଘଟଣାସ୍ଥଳରେ ପାରାଦୀପ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କ ସହ ତାଙ୍କ ସ୍ତ୍ରୀ ଓ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.