Below header

ନରହନ୍ତା ଦନ୍ତାକୁ ଧରିବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଆରମ୍ଭ, ସାମିଲ ହେଲା ଦୁଇଟି ଟ୍ରାଙ୍କୁଲାଇଜ୍‌ ଟିମ୍‌

ତାଳଚେର: ତାଳଚେରରେ ନରହନ୍ତା ଦନ୍ତାକୁ ଧରିବା ପାଇଁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି । ଏଥିରେ ସାମିଲ ଅଛନ୍ତି ଦୁଇଟି ଟ୍ରାଙ୍କୁଲାଇଜ୍‌ ଟିମ୍‌ । ନନ୍ଦନକାନନ ଓ ସାତକୋଶିଆରୁ ଆସିଛନ୍ତି ଏହି ଦୁଇ ଟିମ୍‌ । ହାତୀ ତାଳଚେର ଡେରା ନିକଟସ୍ଥ ହେଁସମୂଳ ସାହିରେ ରହିଥିବା ଜଣାପଡ଼ିଛି । ଲୋକେ ହାତୀ ଭୟରେ ନିଆଁ ଜାଳି ଉଜାଗର ରହୁଛନ୍ତି । ଗତ ଏକ ମାସ ହେବ ହାତୀ ତାଳଚେରରେ ବ୍ୟାପକ ଫସଲ ନଷ୍ଟ କରିବା ପରେ ବନ ବିଭାଗ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.