Browsing Tag

elephant hunting

ବନ କର୍ମଚାରୀଙ୍କ ସୁରକ୍ଷା ଘେରରେ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଭିତରେ ହାତୀ ଶିକାର, ଦାନ୍ତ କାଟିନେଲେ ଶିକାରୀ

କେନ୍ୟୁଜ୍(ବ୍ୟୁରୋ):ଶିମିଳିପାଳରୁ ସାଂଘାତିକ ସତ। ବନ କର୍ମଚାରୀଙ୍କ ସୁରକ୍ଷା ଘେରରେ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଭିତରେ ହାତୀ ଶିକାର। ଏକ ବିରାଟ ଦନ୍ତାହାତୀକୁ ମାରି ଦାନ୍ତ କାଟିନେଲେ ଶିକାରୀ। ଘଟଣାକୁ ଚାପି ଦେବାକୁ ଉଦ୍ୟମ କରି ବନକର୍ମଚାରୀମାନେ ମଲାହାତୀକୁ ପୋଡି ଦେହାବଶେଷକୁ…

ନରହନ୍ତା ଦନ୍ତାକୁ ଧରିବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଆରମ୍ଭ, ସାମିଲ ହେଲା ଦୁଇଟି ଟ୍ରାଙ୍କୁଲାଇଜ୍‌ ଟିମ୍‌

ତାଳଚେର: ତାଳଚେରରେ ନରହନ୍ତା ଦନ୍ତାକୁ ଧରିବା ପାଇଁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି । ଏଥିରେ ସାମିଲ ଅଛନ୍ତି ଦୁଇଟି ଟ୍ରାଙ୍କୁଲାଇଜ୍‌ ଟିମ୍‌ । ନନ୍ଦନକାନନ ଓ ସାତକୋଶିଆରୁ ଆସିଛନ୍ତି ଏହି ଦୁଇ ଟିମ୍‌ । ହାତୀ ତାଳଚେର ଡେରା ନିକଟସ୍ଥ ହେଁସମୂଳ ସାହିରେ ରହିଥିବା ଜଣାପଡ଼ିଛି । ଲୋକେ ହାତୀ…

ସୁବର୍ଣ୍ଣପୁର:ଉଲୁଣ୍ଡା ରେଞ୍ଜ ଜାଲୋଇ ଫରେଷ୍ଟରେ ଦନ୍ତାହାତୀ ଶିକାର ଘଟଣା, ୨ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଜାଲୋଇ ଫରେଷ୍ଟରେ ଦନ୍ତାହାତୀ ଶିକାର ଘଟଣାରେ ୨ ଶିକାରୀ ଗିରଫ। ସାରସ ଦାଦର ଗାଁରେ ବନବିଭାଗ ଚଢାଉ କରି ୨ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ହାତୀ ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ ତାର ଓ ହାତୀ ଦାନ୍ତ କଟା ସାମଗ୍ରୀ ଜବତ…