Below header

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ, ୪୦ରୁ ଉର୍ଦ୍ଧ୍ୱ ଗାଁ ଲୋକେ ଆତଙ୍କିତ

କରଞ୍ଜିଆ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ। କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜକୁ ଆସିଛନ୍ତି ୨୪ ଟିକିଆ ହାତୀପଲ। ଏହି ହାତୀପଲ ଏବେ ଘୋଷଦା ଜଙ୍ଗଲରେ ରହିଛନ୍ତି।

ଦିନବେଳା ହାତୀ ପଲ ଜଙ୍ଗଲରେ ରହିଥିବାବେଳେ ରାତିବେଳା ଗାଁରେ ପଶି ଏକର ଏକର ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀ ପଲ ଯୋଗୁଁ ୪୦ରୁ ଉର୍ଦ୍ଧ୍ୱ ଗାଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ବନବିଭାଗ ପକ୍ଷରୁ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.