Browsing Tag

elephant terror

ରକ୍ତମୁଖା ଦନ୍ତା, ଭୟଭୀତ ଅଞ୍ଚଳବାସୀ

ରେଢ଼ାଖୋଲ : ରକ୍ତମୁଖା ଦନ୍ତା । ହାତୀ ଆତଙ୍କରେ ଭୟଭୀତ ରେଢ଼ାଖୋଲ କଦଳୀଗଡ ଅଞ୍ଚଳବାସୀ । ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କଦଳୀଗଡ, କନ୍ଧରା,ଧଉରାଖମଣ,ମହୁଲମୁଣ୍ଡା,ଡିମିରିମୁଣ୍ଡା ଓ ଆଖପାଖ ଗାଁରେ କିଛିଦିନ ହେବ ଗୋଠଛଡା ଦନ୍ତା ହାତୀ ଆତଙ୍କ ଖେଳାଇଛି । ରାତି ହେଲେ ଲୋକଙ୍କ ବାଡିରେ ପଶି…

କୋଟିଆ ଅଞ୍ଚଳରେ ହାତୀ ଆତଙ୍କ, ଲୋକଙ୍କୁ ସତର୍କ କରାଇଲା ବନବିଭାଗ

କୋରାପୁଟ : କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଦେଖାଦେଇଛି ହାତୀ ଆତଙ୍କ । ସୀମାନ୍ତ କୋଟିଆର ନେରେଡି ୱାଲସା ଗାଁ ନିକଟରେ ହାତୀ ପଲ ଦେଖାଦେବା ପରେ ଗ୍ରାମବାସୀ ଏକ ପ୍ରକାର ଭୟଭିତ । ଏକାସାଙ୍ଗରେ ୪/୫ ଟି ହାତୀ ରାସ୍ତା ଉପରେ ଯାଉଥିବା ବେଳେ ଏ ଅଞ୍ଚଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି  ।   ତେବେ…

ବୁଲୁଛି ହାତୀ, ଭୟଭୀତ ଗ୍ରାମବାସୀ

ଆନନ୍ଦପୁର: ବୁଲୁଛି ହାତୀ, ଭୟଭୀତ ଗ୍ରାମବାସୀ । ଆନନ୍ଦପୁର ପୌରପରିଷଦ ନମ୍ବର ୱାର୍ଡରେ ଦନ୍ତା । ସକାଳୁ ପୌର ପରିଷଦର ୭ ନମ୍ବର ୱାର୍ଡରେ ଦନ୍ତା ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି । ଟୁଟୁ ମଲ୍ଲିକ ନାମକ ବ୍ୟକ୍ତି ଆମ୍ବ ତୋଳିବାକୁ ବାଡ଼ିକୁ ଯାଇଥିବା ବେଳେ ହାତୀକୁ…

ସହର ଭିତରେ ହାତୀ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି

ଅନୁଗୁଳ: ସହର ଭିତରେ ହାତୀ । ଅନୁଗୋଳ ସହର ଫରେଷ୍ଟ ରେଞ୍ଜ ସୌଭାଗ୍ୟନଗର ଅଞ୍ଚଳରେ ବୁଲିଲା ଦନ୍ତା । ହଠାତ୍ ଜନବସତି ମଧ୍ୟରେ ହାତୀକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଉପରେ କଡ଼ା ନଜର…

ଥାନା ଭିତରେ ପଶିଲା ହାତୀ, ଗଛ ଉପାଡିବା ସହ ଗାଡିମୋଟର କରିଛି ଭଙ୍ଗାରୁଜା

ଜଳେଶ୍ବର: ଥାନା ଭିତରେ ପଶି ଭଙ୍ଗାରୂଜା କଲା ଦନ୍ତା ହାତୀ । ବାଲେଶ୍ବର ଜିଲ୍ଲା ବାହାବଳପୁର ସାମୁଦ୍ରିକ ଥାନା ଭିତରେ ଏକ ଦନ୍ତା ହାତୀ ପଶି ଗଛ ଉପାଡିବା ସହ ଗାଡି ମଟର ଭଙ୍ଗାରୂଜା କରିଛି ।  ଗତ ୪ ଦିନ ଧରି ଚାନ୍ଦିପୁର ଅଞ୍ଚଳରୁ ଏହି ଦନ୍ତା ହାତୀଟି ପଶି ଆସି ବାହାବଳପୁର ଅଞ୍ଚଳରେ ଏଣେତେଣେ…

ଚମ୍ପୁଆ ରେଞ୍ଜରେ ୧୬ ଟିକିଆ ହାତୀ ଉପଦ୍ରବ, ଗାଁରେ ଘର ଭାଙ୍ଗି ଖାଉଛନ୍ତି ଧାନ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ । ପଦ୍ମପୁର ଗାଁରେ ଘର ଭାଙ୍ଗି ଧାନ ଖାଇଛନ୍ତି ୧୬ ଟିକିଆ ହାତୀପଲ । ସେହିପରି ବାଲିବନ୍ଧ ସେକ୍ସନର ବଳଭଦ୍ରପୁର ଗାଁରେ ଗୋଟିଏ ଘର ଭାଙ୍ଗିଦେଇଛନ୍ତି ହାତୀ । ହାତୀ ଘର ଭାଙ୍ଗିବା ସମୟରେ ଘରେ କେହି ନଥିବାରୁ ବଡ ଅଘଟଣରୁ…

ସ୍କୁଲରେ ପଶିଲା ହାତୀ, ଭୟଭୀତ ଅବସ୍ଥାରେ ସ୍ଥାନୀୟବାସୀ

ବାଲେଶ୍ଵର: ସ୍କୁଲରେ ପଶିଲା ହାତୀ । ବାଟବଣା ହୋଇ ସ୍କୁଲ ଭିତରେ ପଶିଲା ଦନ୍ତା ହାତୀ । ଗତକାଲି ଠାରୁ ଏକ ଦନ୍ତା ହାତୀ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଅଞ୍ଚଳରେ ଉପଦ୍ରବ ମଚାଇଛି । ଦନ୍ତାହାତୀ ପଟାପୋଲ ନିକଟରେ ଥିବା ଏକ ଘରୋଇ ସ୍କୁଲ ଭିତରେ ପଶିଯାଇଥିଲା । କିନ୍ତୁ ଗ୍ରୀଷ୍ମ ଛୁଟି ଥିବାରୁ…

ଚାନ୍ଦିପୁରରେ ହାତୀ ଆତଙ୍କ, ଭୟରେ ଘର ଛାଡି ଦୂରକୁ ପଳାଉଛନ୍ତି ଗାଁ ଲୋକ

ବାଲେଶ୍ଵର : ଗାଁରେ ହାତୀ, ଭୟଭୀତ ଗ୍ରାମବାସୀ । ବାଲେଶ୍ଵର ଚାନ୍ଦିପୁର ଛାଡି ଯାଉନି ହାତୀ । ହାତୀଙ୍କ ଉପଦ୍ରଵ ପାଇଁ ଗାଁରେ ଆତଙ୍କ ସୃଷ୍ଟି କରିଛି । ହାତୀ ସମସ୍ତଙ୍କୁ ହଇରାଣ କରୁଛି । ହିଡିଗାଁ ପଂଚାୟତ ଶାଳପଡାରେ ବୁଲୁଛି ହାତୀ । ଭୟରେ ଘରୁ ବାହାରିପାରୁନାହାନ୍ତି ଗାଁର କିଛି ଲୋକ । ଆଉ…

ଗାଁରେ ହାତୀ ଆତଙ୍କ, ଭୟଭୀତ ଗ୍ରାମବାସୀ

ସୋର: ଗାଁରେ ହାତୀ, ଭୟଭୀତ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ କିଆରପୁର ଗାଁରେ ହାତୀ ଆତଙ୍କ । ଗାଁରେ ବୁଲୁଛି ହାତୀ । ଜଙ୍ଗଲ ଯିବାକୁ ନାଁ ଧରୁନାହିଁ । ଗାଁ ଗାଁ ରେ ବୁଲି ଆତଙ୍କ ଖେଳାଉଛି । ଯାହାକୁ ଦେଖି ଲୋକମାନେ ଭୟଭୀତ ହେବା ସହ ଘରୁ ବାହାରି…

ଗାଁରେ ଦନ୍ତାର ଉପଦ୍ରବ: ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇନେଲା

ଦେବଗଡ଼: ଗାଁରେ ଦନ୍ତାର ଉପଦ୍ରବ । ଘର ଭାଙ୍ଗିଲା, ଚାଉଳ ବସ୍ତା ଉଠାଇନେଲା । ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ସଙ୍ଗାପସି ଗାଁରେ ଦୀର୍ଘ ସମୟ ଧରି ଦନ୍ତାହାତୀର ଉପଦ୍ରବ । ଘର ଭାଙ୍ଗିବା ସହିତ ଚାଉଳ ବସ୍ତା ଉଠାଇ ନେଇଛି । ଏଥିରେ ଗାଁର ରଜନୀ ନାୟକଙ୍କ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି…

ଜଙ୍ଗଲକୁ ଫେରିଲେ ଦନ୍ତା, ଗତ ୫ ଦିନ ଧରି ଶିଖର ଚଣ୍ଡି ପାହାଡରେ ପକାଉଥିଲେ ଡେରା

ବରାଙ୍ଗ: 'ଅପରେସନ ଫେରେକଟା' । ଭରତପୁର ଜଙ୍ଗଲକୁ ଫେରିଲେ ଦନ୍ତା । ଭୋର ସମୟରେ ପଥରଗାଡ଼ିଆ ପାଚେରୀ ଭାଙ୍ଗି ଜଙ୍ଗଲକୁ ଫେରିଯାଇଛନ୍ତି ହାତୀ । ଗତ ୫ ଦିନ ହେବ ଦୁଇଟି ଦନ୍ତାହାତୀ ଶିଖର ଚଣ୍ଡି ପାହାଡରେ ଡେରା ପକାଇଥିଲେ । ଦୁଇ ଦନ୍ତା ହେଲେ ବଡ଼ ଫେରେକଟା ଓ ସାନ ଫେରେକଟା । ଦନ୍ତାହାତୀଙ୍କୁ…

ରଣପୁରରେ ହାତୀ ଆତଙ୍କ, ସ୍ଥାୟୀ ସମାଧାନ ପାଇଁ ଚାଷୀଙ୍କ ଦାବି

ନୟାଗଡ: ନୟାଗଡ ଜିଲ୍ଲା ରଣପୁର ରେଞ୍ଜରେ ହାତୀ ଆତଙ୍କ । ୨ ଟିକିଆ ହାତୀଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ। ଗତକାଲି ବିଳମ୍ବିତ ରାତିରେ ନର୍ସିଙ୍ଗପୁର ପଂଚାୟତଅଂଚଳରେ ପଶି ଏକର ଏକର ମକାଚାଷ ସମ୍ପୂର୍ଣ୍ଣ ଦଳିଚକଟି ନଷ୍ଟକରିବା ସହ କଖାରୁ, ଅମୃତଭଣ୍ଡା ଆଦି ଖାଈଦେଇଛନ୍ତି ହାତୀ ।  ୩ ମାସରୁ…