Browsing Tag

elephant terror

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ, ୪୦ରୁ ଉର୍ଦ୍ଧ୍ୱ ଗାଁ ଲୋକେ ଆତଙ୍କିତ

କରଞ୍ଜିଆ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ। କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜକୁ ଆସିଛନ୍ତି ୨୪ ଟିକିଆ ହାତୀପଲ। ଏହି ହାତୀପଲ ଏବେ ଘୋଷଦା ଜଙ୍ଗଲରେ ରହିଛନ୍ତି। ଦିନବେଳା ହାତୀ ପଲ ଜଙ୍ଗଲରେ ରହିଥିବାବେଳେ ରାତିବେଳା ଗାଁରେ…

କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ: ଭାଙ୍ଗିଲା ପଟ୍ରୋଲିଂ ଗାଡ଼ି, ୬ ବନ କର୍ମଚାରୀ ଆହତ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ।  ଘଉଡ଼ାଇବାକୁ ଯାଇଥିବା ୬ଜଣ ବନକର୍ମଚାରୀ ଆହତ। ଖାଲି ସେତିକି ନୁହେଁ ହାତୀଟି ହିଂସ୍ରମୁଖ ହୋଇ ପଟ୍ରୋଲିଂ କରୁଥିବା ବୋଲେରୋ ଗାଡ଼ିକୁ ଭାଙ୍ଗି ଦେଇଥିବା ଦେଖିବାକୁ…

ସେଲଫି ନେବା ବେଳେ ଯୁବକଙ୍କୁ ଆକ୍ରମଣ କଲା ରକ୍ତମୁଖା ଦନ୍ତା, ହାତୀକୁ ଘଉଡ଼ାଇବା ପାଇଁ ଶହେ ଜଣିଆ ଟିମ୍‌ ନିୟୋଜିତ

କଟକ(କେନ୍ୟୁଜ୍): କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ବୁଲୁଛି ରକ୍ତମୁଖା ଦନ୍ତା ।  ସେଲଫି ନେବା ବେଳେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲା ହାତୀ । ଆହତଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । କଟକ ନଜରପୁର ଅଞ୍ଚଳରେ ଆକ୍ରମଣକାରୀ ହାତୀ ବୁଲୁଛି । ୨ଟି ହାତୀ ବୁଲୁଛନ୍ତି । ଏଥିରେ ଗୋଟିଏ…

ହାତୀ ଉପଦ୍ରବ କରିଥିବା କ୍ଷୟକ୍ଷତିର ଭରଣ ଦାବି, ୧୦ ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଆଜି ଦୁଧିଆଣି ରେଞ୍ଜ ଅଞ୍ଚଳରେ ଅଛନ୍ତି ୨୮ ଟି ହାତୀ । ହାତୀ ଯୋଗୁଁ ୫ ଟି ବ୍ଲକ ର ୧୦୦ ରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ବିଳମ୍ବିତ ରାତ୍ରରେ ଦୁଧିଆଣି ରେଞ୍ଜ ଅନ୍ତର୍ଗତ…

୧୧ଟିକିଆ ହାତୀପଲଙ୍କ ଆତଙ୍କ, ରାତି ସାରା ଲୋକେ ଅନିଦ୍ରା

ସୁନ୍ଦରଗଡ଼(କେନ୍ୟୁଜ୍): ୧୧ଟିକିଆ ହାତୀପଲଙ୍କ ଆତଙ୍କ । ହାତୀପଲଙ୍କ ପାଇଁ ରାତି ସାରା ଲୋକେ ଅନିଦ୍ରା । ସୁନ୍ଦରଗଡ଼ ଜିଲ୍ଲା ସଦର ଫରେଷ୍ଟ ରେଞ୍ଜ ଖେରିଆକାନି ଅଂଚଳରେ ୧୧ ଟିକିଆ ହାତୀପଲଙ୍କ ଆତଙ୍କ । ସଂଧ୍ୟା ହେଲେ ପାଖ ଜଙ୍ଗଲରୁ ଆସି ଗାଁରେ ପଶୁଛନ୍ତି । ବ୍ୟାପକ ଫସଲ ନଷ୍ଟ କରିବା ସହ ଘର…

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ଆକ୍ରମଣରେ ମହିଳା ଗୁରୁତର

କରଞ୍ଜିଆ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । କରଞ୍ଜିଆ ରେଞ୍ଜର ମାଜୁରା ସାହିରେ ହାତୀ ଆକ୍ରମଣରେ ମହିଳା ଗୁରୁତର। ମହିଳା ଜଣଙ୍କ ଘର ନିକଟରେ ଥିବା ବେଳେ ଗୋଟିଏ ଦନ୍ତା ନିକଟସ୍ଥ କାଜୁ ଜଙ୍ଗଲରୁ ଆସି ଆକ୍ରମଣ କରିଥିଲା । ଆକ୍ରମଣରେ କାଜଲ ସିଂ ହାଁସଦା…

କରଞ୍ଜିଆ ବନଖଣ୍ଡର ବିଭିନ୍ନ ସ୍ଥାନରେ ୨୩ଟିକିଆ ଝାଡଖଣ୍ଡୀ ହାତୀପଲଙ୍କ ଉତ୍ପାତ, ଘର ଭାଙ୍ଗିବା ସହ ବ୍ୟାପକ ଫସଲ…

କରଞ୍ଜିଆ (କେନ୍ୟୁଜ୍): ଥମୁନି ହାତୀ ଉପଦ୍ରବ । କରଞ୍ଜିଆ ବନଖଣ୍ଡର ବିଭିନ୍ନ ସ୍ଥାନରେ ୨୩ଟିକିଆ ଝାଡଖଣ୍ଡୀ ହାତୀପଲଙ୍କ ଉତ୍ପାତ । ଘର ଭାଙ୍ଗିବା ସହ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି ହାତୀ । କିଛିଦିନ ହେବ କରଞ୍ଜିଆ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ ବଢିଥିଲା ।…

କରଞ୍ଜିଆ ବନଖଣ୍ଡରେ ଥମୁନି ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ: ୩ଟି ଘର ଭାଙ୍ଗିବା ସହିତ କରିଛନ୍ତି ବ୍ୟାପକ…

କରଞ୍ଜିଆ(କେନ୍ୟୁଜ୍): ଥମିବାର ନାଁ ଧରୁନି କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ। କିଛିଦିନ ହେବ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ବିଭିନ୍ନ ସ୍ଥାନରେ ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। କେବେ ହାତୀମାନେ ଫସଲ ନଷ୍ଟ କରି ଘରଦ୍ୱାର ଭାଙ୍ଗୁଛନ୍ତି ତ କେବେ ମଣିଷ…

କରଞ୍ଜିଆ ଉପଖଣ୍ଡରେ ୨୩ ଟିକିଆ ହାତୀପଲଙ୍କ ଉତ୍ପାତ, ଆତଙ୍କିତ ଅବସ୍ଥାରେ ୫୦ରୁ ଉର୍ଦ୍ଧ୍ୱ ଗାଁ ଲୋକେ

କରଞ୍ଜିଆ(କେନ୍ୟୁଜ): ୨୩ ଟିକିଆ ହାତୀପଲଙ୍କ ଆତଙ୍କ । କରଞ୍ଜିଆ ଉପଖଣ୍ଡରେ ୨୩ ଟିକିଆ ହାତୀପଲଙ୍କ ଉତ୍ପାତ । ହାତୀଙ୍କ ଉତ୍ପାତ ଯୋଗୁ କରଞ୍ଜିଆ, ଶୁକୃଳି, ରରୁଆ ବ୍ଳକରେ ୫୦ରୁ ଉର୍ଦ୍ଧ୍ୱ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତପଲ ଦିନବେଳେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ…

ବାଲେଶ୍ୱର ନୀଳବାଡି ଗାଁରେ ଦନ୍ତା ଆତଙ୍କ, ଗାଁ ଭିତରେ ପଶି ଦୋକାନ ଭାଙ୍ଗିବା ସହ ଧାନ ଖାଇ କଲେ ନଷ୍ଟ

ବାଲେଶ୍ୱର(କେନ୍ୟୁଜ୍‌): ବାଲେଶ୍ୱର ଜିଲା ରୂପସା ଥାନା ନୀଳବାଡି ଗାଁରେ ଦନ୍ତା ଆତଙ୍କ । ଗାଁ ଭିତରେ ପଶି ଦୋକାନ ଭାଙ୍ଗିବା ସହ ଧାନ ଖାଇ ନଷ୍ଟ କରିଥିବା ଅଭିଯୋଗ । ଗାଁ ଲୋକେ ହାତୀକୁ ଘଉଡ଼ାଇବାରୁ ଗଡ଼ପଦା ଛକ ଦେଇ ରୂପସା ମୁଖ୍ୟ ରାସ୍ତାରେ ଯାଇଥିଲା । ପରେ ମୟୂରଭଞ୍ଜ ବାମଡା ଗାଁ ପାରି ହୋଇ…

କେନ୍ଦୁଝର ଓ ମୟୁରଭଞ୍ଜରେ ଥମୁନି ହାତୀ ଆତଙ୍କ: ରାତିରେ ଗାଁରେ ପଶି କରୁଛନ୍ତି ଫସଲ ନଷ୍ଟ, ବର୍ଷ ତମାମ ଅଞ୍ଚଳବାସୀ…

ଆନନ୍ଦପୁର/ବାରିପଦା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ପଶିଲେ ହାତୀପଲ । ପଲରେ ୨୦ଟି ହାତୀ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜରୁ ଆସି ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ୍‌କୁ ପ୍ରବେଶ କରିଥିଲେ । ଦିନବେଳା ଜଙ୍ଗଲରେ ରହୁଥିବାବେଳେ ରାତିରେ ଗାଁରେ ପଶି ଫସଲ ନଷ୍ଟ…

କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ, ୪ଟି ଘର ଭାଙ୍ଗିବା ସହ କରିଛନ୍ତି ବ୍ୟାପକ କ୍ଷୟକ୍ଷତି

କରଞ୍ଜିଆ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଥମୁନି ହାତୀ ଆତଙ୍କ। ଗତକାଲି ବିଳମ୍ବିତ ରାତିରେ ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ପଣସଡିହା, ଦାନୁଆବାଲିପୋଷି ଗାଁରେ ଗୋଟେ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ ହାତୀଟି ଗାଁରେ ପଶି ୪ଟି ଘର…