Below header
Browsing Tag

elephant terror

ବାଲେଶ୍ବରରେ ପୁଣି ପଶିଲେ ୨୫ଟିକିଆ ହାତୀ ପଲ, ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଭୟର ବାତାବରଣ

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବରରେ ପୁଣି ପଶିଲେ ୨୫ଟିକିଆ ହାତୀ ପଲ । ହାତୀ ପଲ ପଶିବା ପରେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଗତକାଲିଠାରୁ ଏହି ହାତୀ ପଲ ପଶ୍ଚିମବଙ୍ଗର ବାଂସଖାଳି ଜଙ୍ଗଲରୁ ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳ ଦେଇ ପ୍ରସାଦଶୁଲ…

ରାଜଧାନୀରେ ଗଜରାଜ ! ଭୁବନେଶ୍ୱର ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତିରେ ହାତୀ, ଆକ୍ରମଣରେ ଜଣେ ଆହତ

 ଭୁବନେଶ୍ୱର(କେନ୍ଯୁଜ୍): ରାଜଧାନୀରେ ହାତୀ ଆତଙ୍କ। ଭୁବନେଶ୍ୱର ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତିରେ ହାତୀ ଆତଙ୍କ। ବିଳମ୍ବିତ ରାତିରେ ଘର ଭାଙ୍ଗିଲେ ୩ ହାତୀ। ହାତୀ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ଛୁଆ ହାତୀକୁ ନେବାକୁ ୨ ହାତୀ ବସ୍ତି ଭିତରକୁ ପଶି ଆସିଥିଲେ। ବନ ଅଧିକାରୀ ଘଟଣାସ୍ଥଳରେ…

ପଦ୍ମପୁର ରେଞ୍ଜ ଗାଇସିଲାଟ ଅଞ୍ଚଳରେ ୪୦ଟିକିଆ ହାତୀପଲଙ୍କ ଉତ୍ପାତ, ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ପଦ୍ମପୁର(କେନ୍ଯୁଜ୍): ବରଗଡ ଜିଲ୍ଲା ପଦ୍ମପୁର ରେଞ୍ଜ ଗାଇସିଲାଟ ଅଞ୍ଚଳରେ ୪୦ଟିକିଆ ହାତୀପଲଙ୍କ ଉତ୍ପାତ । ୪୦ରୁ ଅଧିକ ବଣୁଆ ହାତୀ ୩ଦିନ ହେବ ଗାଇସିଲାଟ ବ୍ଲକରେ ଆତଙ୍କ ଖେଳାଇଛନ୍ତି । ବ୍ଳକର ରାଇସଲପଦର ପଞ୍ଚାୟତରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଅମଲିପାଲି ଗାଁର ଦିନବନ୍ଧୁ…

ପୁଣି ତୁରେକେଲାରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଧାନ-ଚାଉଳ ଖାଇଲେ, ମନ ପୁରିଲାନି ଯେ ଆସବାବ ପତ୍ର ବି ନଷ୍ଟ କଲେ

କଣ୍ଟାବାଞ୍ଜି(କେନ୍ଯୁଜ୍) : ବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳରେ ପ୍ରାୟ ଦେଢ ମାସ ହେଲାଣି ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଚାଷୀଙ୍କ ଏକର ଏକର ଧାନ,ଓ କପା ଚାଷକୁ ନଷ୍ଟ କରିଛନ୍ତି। ସେହିପରି ଗତକାଲି ରାତିରେ ତୁରେକେଲା ଫରେଷ୍ଟ ଅଧୀନରେ ଥିବା କାଜୁ ଜଙ୍ଗଲରୁ ୩୦ ରୁ…

ଦୀର୍ଘ ୪ ମାସ ହେଲା କରଞ୍ଜିଆରେ ୨୯ଟି ଜଙ୍ଗଲୀ ହାତୀଙ୍କ ଉପଦ୍ରବ, ଘର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଫସଲ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆ ବନଖଣ୍ଡରେ ୨୯ଟି ଜଙ୍ଗଲୀ ହାତୀ । ଦୁଧିଆଣି ରେଞ୍ଜ ଅଧୀନରେ ଅଛନ୍ତି ଶିମିଳିପାଳର ୩ ଟି ହାତୀ । ଏବଂ ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଟିକରପଡା ନିକଟ ଜଙ୍ଗଲରେ ଅଛନ୍ତି ୨୬ ଟିକିଆ ହାତୀପଲ । ଠାକୁରମୁଣ୍ଡା ରେଞ୍ଜ ଅଧୀନ ଅନ୍ଧାରିଖମଣ, ଆମ୍ବବେଡା, ବୋରିଂ, ବଗବସା,…

କରଞ୍ଜିଆ: ପେଟ୍ରୋଲ ପମ୍ପରେ ପଶିଲା ହାତୀ, ରାସ୍ତା ଉପରେ ଅଟକି ରହିଲା ଗାଡି ମୋଟର

କରଞ୍ଜିଆ(କେନ୍ଯୁଜ୍): ପେଟ୍ରୋଲ ପମ୍ପରେ ପଶିଲା ହାତୀ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ କିଛି ମାସ ହେବ ହାତୀ ଆତଙ୍କ ଲାଗି ରହିଛି। ଗତକାଲି ରାତିରେ ୪୯ନମ୍ବର ଜାତୀୟ ରାଜପଥର ସିଙ୍ଗିଡା ନିକଟରେ କିଛି ସମୟ ଧରି ହାତୀ ଆତଙ୍କ ଲାଗି ରହିଥିଲା। ପେଟ୍ରୋଲ ପମ୍ପ ଭିତରକୁ ଗୋଟିଏ ଦନ୍ତା ହାତୀ…

ଟାଙ୍ଗୀ ବନଖଣ୍ଡ ଗୟାବନ୍ଧରେ ମିଶନ ରାମୁ ଚାଲିଥିବା ସମୟରେ ଅଘଟଣ: ହାତୀ ଆକ୍ରମଣରେ ୩ ବନ କର୍ମଚାରୀ ଗୁରୁତର

ଖୋର୍ଦ୍ଧା(କେନ୍ଯୁଜ୍): ଟାଙ୍ଗୀ ବନଖଣ୍ଡ ଗୟାବନ୍ଧରେ ମିଶନ ରାମୁ ଚାଲିଥିବା ସମୟେରେ ୩ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର କର୍ମଚାରୀଙ୍କୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ରାମୁ ଗତିବିଧି ଉପରେ ନଜର ରଖିବାପାଇ ବେକରେ ରେଡ଼ିଓ…

କରଞ୍ଜିଆରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ, ଅମଳ ସମୟରେ ନଷ୍ଟ କରୁଥିବା ବ୍ଯାପକ ଫସଲ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆରେ ହାତୀ ଉପଦ୍ରବ । କରଞ୍ଜିଆ, ଶୁକୃଳି, ରରୁଆ ବ୍ଲକର ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଗାଁରେ ହାତୀ ଆତଙ୍କ । ୨୫ଟିକିଆ ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଛନ୍ତି । ସନ୍ଧ୍ୟା ହେଲେ ବିଲରେ ଧାନ ଫସଲ ଖାଇ ନଷ୍ଟ କରିଦେଉଛନ୍ତି । ଏବେ ଅମଳ ସମୟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ…

ବାରମ୍ବାର ଫସଲ ନଷ୍ଟ କଲା ହାତୀ, କେହି ଶୁଣିଲେନି, ଶେଷରେ ବର୍ଷାରେ ରେଞ୍ଜ ଅଫିସରଙ୍କୁ ୨କିମି ବାଟ ଚଲାଇଲେ ଗ୍ରାମବାସୀ

କରଞ୍ଜିଆ (କେନ୍ଯୁଜ୍): ବାରମ୍ବାର ଫସଲ ନଷ୍ଟ କଲା ହାତୀ। ଘଉଡ଼ାଇବାକୁ ବନବିଭାଗକୁ କଲେ ନିବେଦନ। ହେଲେ କେହି ଶୁଣିଲେଣି। ଶେଷରେ ଅଭିନବ ପନ୍ଥା ଆପଣାଇଲେ ଗ୍ରାମବାସୀ। ବର୍ଷାରେ ରେଞ୍ଜ ଅଫିସରଙ୍କୁ ୨କିମି ବାଟ ଚଲାଇଲେ ଗ୍ରାମବାସୀ। କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜରେ ଏଭଳି ଦୃଶ୍ୟ ଦେଖିବାକୁ…

ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଅଞ୍ଚଳରେ ୧୧ ଟିକିଆ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଧାନ ଫସଲ ଖାଇ ନଷ୍ଟ

ରାଇରଙ୍ଗପୁର(କେନ୍ଯୁଜ୍): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଅଞ୍ଚଳରେ ୧୧ ଟିକିଆ ହାତୀପଲଙ୍କ ଉପଦ୍ରବ । ମଣଦା ରେଞ୍ଜ ଅନ୍ତର୍ଗତ ଲୁହାବାଳିଆ, ଜାମିରଡିହା ଓ ଜୁଡିଆ ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବାରିପଦା ପଟୁ ହାତୀପଲ ଆସି ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିଛନ୍ତି…

କେନ୍ଦୁଝର ରାଣୀବେଡା ନୂଆସାହିରେ ଅଘଟଣ: ଦନ୍ତାହାତୀ ଆକ୍ରମଣରେ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ

କେନ୍ଦୁଝର(କେନ୍ଯୁଜ୍): ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ଜଣେ ୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରାଣୀବେଡା ନୂଆସାହିରେ। ଗାଁର ବିନୋଦ ମହାନ୍ତ କେରଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ତେବେ…

ରାଇଘର ହାତୀ ଗାଁରେ ହାତୀ ପଲଙ୍କ ଉତ୍ପାତ, ପାଞ୍ଚ ଏକର ମକା ଫସଲ ଖାଇବା ସହ କଲେ ନଷ୍ଟ

ଉମରକୋଟ(କେନ୍ଯୁଜ୍): ହାତୀ ଗାଁରେ ହାତୀ ଆତଙ୍କ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀ ଗାଁରେ ଉତ୍ପାତ ମଚେଇଛନ୍ତି ହତୀପଲ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସମ୍ବଲପୁର ଗାଁ ନିକଟ ଜଙ୍ଗଲ ମଧ୍ୟରେ ହାତୀପଲ ପ୍ରବେଶ କରିଛନ୍ତି । ପାଞ୍ଚ ଏକର ମକା ଫସଲ ଖାଇବା ସହ ଦଳି ଚକଟି ନଷ୍ଟ ମଧ୍ୟ…