Below header

ଟାଙ୍ଗୀ ବନଖଣ୍ଡ ଗୟାବନ୍ଧରେ ମିଶନ ରାମୁ ଚାଲିଥିବା ସମୟରେ ଅଘଟଣ: ହାତୀ ଆକ୍ରମଣରେ ୩ ବନ କର୍ମଚାରୀ ଗୁରୁତର

ଖୋର୍ଦ୍ଧା(କେନ୍ଯୁଜ୍): ଟାଙ୍ଗୀ ବନଖଣ୍ଡ ଗୟାବନ୍ଧରେ ମିଶନ ରାମୁ ଚାଲିଥିବା ସମୟେରେ ୩ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର କର୍ମଚାରୀଙ୍କୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ରାମୁ ଗତିବିଧି ଉପରେ ନଜର ରଖିବାପାଇ ବେକରେ ରେଡ଼ିଓ କଲାର ଲଗାଇବାକୁ ଆସିଥିବା ଟିମ୍ ଟ୍ରାଙ୍କୁଲାଇଜ୍ କରିବା ସମୟରେ ହଠାତ୍ ହାତୀଟି ଆକ୍ରମଣ କରିଥିଲା। ଯାହାଫଳରେ ୩ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.