Below header

ଲାଞ୍ଜିଗଡ଼ କୋଟବନ୍ଧେଲ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ

ଲାଞ୍ଜିଗଡ଼(କେନ୍ୟୁଜ୍): ପୋଲିସ ଗୁଳିରେ ଟଳିପଡିଲେ ମାଓବାଦୀ। ଲାଞ୍ଜିଗଡ଼ ଥାନା କୋଟବନ୍ଧେଲ ଜଙ୍ଗଲରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳିବିନିମୟ। ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ଖବର ପାଇ ପୋଲିସ ପକ୍ଷରୁ ଏନକାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ବନ୍ଧୁକ ଜବତ ହୋଇଛି। ତେବେ ୬ରୁ ୭ଜଣ ମାଓବାଦୀ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧର ଏନେଇ ସୂଚନା ଦେଇଛନ୍ତି। ୨ ଦିନ ତଳେ ୨ ଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.