Below header

କଟକ ବଡ଼ ମେଡିକାଲ ପୁନର୍ବିନ୍ୟାସ, ରାଣୀହାଟ,ମେଡିକାଲ ରୋଡ଼ରେ ୩୦ ଘର ଉଚ୍ଛେଦ

କଟକ: ଏସସିବି ସମ୍ପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ ଆରମ୍ଭ ହୋଇଛି । ଉଚ୍ଛେଦ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ଜଗତପୁର ନିମପୁରରେ ଥଇଥାନ ପାଇଁ ଯାଗା ଦିଆଯାଇଛି । ଜୋବ୍ରା ଚୁନଭାଟି ବସ୍ତି, ରାଣିହାଟ ମେଡିକାଲ ରୋଡ ଜୟ ମଙ୍ଗଳା ବସ୍ତିର ୯୮ ପରିବାର ଆଜି ନିମପ୍‌ୁରର ଅସ୍ଥାୟି ଆଶ୍ରୟ ସ୍ଥଳରେ ରହିଛନ୍ତି। ସେମାନଙ୍କୁ ୭ ଦିନ ଯାଏଁ ରନ୍ଧାଖାଦ୍ୟ ଯୋଗାଇ ଦେବ ପ୍ରଶାସନ। ପ୍ରତି ପରିବାରକୁ ୫୦ ହଜାର ଟଙ୍କାର ସହାୟତ ପ୍ରଦାନ କରାଯିବ। ଥଇଥାନ କେନ୍ଦ୍ରସ୍ଥଳରୁ ଏନେଇ ଅଧିକ ସୁଚନା ଦେଉଛନ୍ତି ଆମ କଟକ ବ୍ୟୁରୋ ହେଡ ବିଭୁତି ସାହୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.