Below header

କଟକ CDAରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ, ଜମାକାରୀ ଅଟକ

୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ । କଟକ CDAରୁ ଜବତ ହୋଇଛି ଜାଲ୍‌ ନୋଟ୍‌ । ଜାଲ୍‌ ନୋଟ୍‌ରେ ରହିଛି କେବଳ ୨ ହଜାର ଟଙ୍କିଆ । ୧୭ ତାରିଖରେ CDAର ଏକ ଡିପୋଜିଟ୍‌ ମେସିନ୍‌ରେ ଜମା କରାଯାଇଥିଲା ଏହି ଜାଲ୍‌ ନୋଟ୍‌ । ୨୦ ତାରିଖରେ ଜାଣିବାକୁ ପାଇଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ସଂପୃକ୍ତ ଜମାକାରୀକୁ ଅଟକ ରଖିଛି ପୋଲିସ । ମର୍କତନଗର ଥାନାରେ ଜମାକାରୀକୁ ପଚରାଉଚୁରା କରୁଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.