ଯାଜପୁରରୁ ୧୩ଲକ୍ଷ ଟଙ୍କାର ଜାଲ୍ ନୋଟ୍ ସହ ୩ ପ୍ରିଣ୍ଟର ମେସିନ୍ ଜବତ
ଯାଜପୁର ଟାଉନ(କେନ୍ୟୁଜ୍): ୧୩ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ । ଯାଜପୁର ଟାଉନ ଥାନା ପୋଲିସ ସନ୍ଥ ମାଧବ ଗାଁର ଏକ ଭଡାଘରୁ ୧୩ଲକ୍ଷ ୧୭ ହଜାର ୫୦୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଯୁବକ ହେଉଛନ୍ତି ଚନ୍ଦ୍ରମଣି ବଳ। ତାଙ୍କ ଘର ମଙ୍ଗଳପୁର…