Below header

ବାନା ବିକ୍ରିକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଶ୍ରୀମନ୍ଦିରରେ ମାଡପିଟ

ଶ୍ରୀ ମନ୍ଦିରରେ ମାଡପିଟି । ଦୁଇ ସେବାୟତଙ୍କ ମଧ୍ୟରେ ହୋଇଛି ମାଡପିଟ । ବାନା ବିକ୍ରିକୁ ନେଇ ଘଟିଛି ଏହି ଗଣ୍ଡଗୋଳ ।

ପୁରୀ : ଶ୍ରୀ ମନ୍ଦିରରେ ମାଡପିଟି । ଦୁଇ ସେବାୟତଙ୍କ ମଧ୍ୟରେ ହୋଇଛି ମାଡପିଟ । ବାନା ବିକ୍ରିକୁ ନେଇ ଘଟିଛି ଏହି ଗଣ୍ଡଗୋଳ । ନାଟମଣ୍ଡପ ନିକଟରେ ମେକାପ ଓ ଚୁନରା ସେବକଙ୍କ ମଧ୍ୟରେ ଘଟିଛି ଏହି ଗଣ୍ଡଗୋଳ । ଚୁନରା ସେବକଙ୍କ ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଯାଇଛି ଏତଲା । ପୋଲିସ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.