Below header

କୋରାପୁଟ ସୁନାବେଡା ହାଲରେ ପୁଣି ଅଘଟଣ, ବିମାନ ଇଞ୍ଜିନର ପରୀକ୍ଷା କରାଯିବା ସମୟରେ ନିଆଁ ଲାଗିଯିବାରୁ ଲିଭାଇବାକୁ ଯାଇ ୩ ଫାୟାରମ୍ୟାନ ଆହତ

କୋରାପୁଟ : କୋରାପୁଟ ସୁନାବେଡା ହାଲରେ ପୁଣି ଅଘଟଣ । ଟେଷ୍ଟିଂ ହାଉସରେ ବିମାନ ଇଞ୍ଜିନର ପରୀକ୍ଷା କରାଯିବା ସମୟରେ ନିଆଁ ଲାଗିଯିବାରୁ ଲିଭାଇବାକୁ ଯାଇଥିବା ଫାୟାରମ୍ୟାନଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଏଥିରେ ୩ ଜଣ ଫାୟାରମ୍ୟାନ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ସୁନାବେଡା ହାଲ ଡାକ୍ତରଖାନା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.