କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ଗଡ଼ିଲା ରେଳ ଇଂଜିନ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ଗଡ଼ିଲା ରେଳ ଇଂଜିନ । ଆଜି ରେଲୱେ ପକ୍ଷରୁ ହରିଦାସପୁର-ପାରାଦୀପ ରେଳଲାଇନର ବେଣିପୁରଠାରୁ ଗୋପଛକ ଯାଏ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଛି । ଆଜି ୨୧ କିଲୋମିଟର ରେଳପଥରେ ପରୀକ୍ଷାମୂଳକ ଭାବେ ଇଂଜିନ ଚାଲିଥିଲା । ଇଞ୍ଜିନ ସହିତ ଆସିଥିଲେ ବୈଷୟିକ ଟିମ୍‌ ।

 

Leave A Reply

Your email address will not be published.