Below header

BARC ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଦେବାକୁ ପଡ଼ିବ ନାହିଁ ଆବେଦନ ଶୁଳ୍କ

ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC) ଦ୍ବାରା ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି। BARC ଟ୍ରେଡ ଅପରେଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଯେଉଁ ଇଛୁକ ପ୍ରାର୍ଥୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ତେବେ ଆଜି ହିଁ ପୁରା ଖବର ପଢି ସମସ୍ତ ପ୍ରମାଣ ପତ୍ର ସହ ଆବେଦନ କରନ୍ତୁ।

ପଦବୀ ନାମ: ଟ୍ରେଡ ଅପରେଟିସ

ନିଯୁକ୍ତି ସଂଖ୍ୟା: ୦୬

ଆବେଦନ କରିବା ଶେଷ ତାରିଖ: ୧୫ ଜୁଲାଇ ୨୦୧୯

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ନିହାତି +୨ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଅଧିକ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ ରେ ଚେକ୍ କରିପାରିବେ।

ଆବେଦନ ପ୍ରକ୍ରିୟା:

ଇଛୁକ ପାର୍ଥୀମାନେ ଆବେଦନ କରିବା ପାଇଁ ପ୍ରଥମେ ଆ ଧିକାରିକ ୱେବସାଇଟ୍ କୁ ଯାଇ ଅଧିସୂଚନା ଡାଉନଲୋଡ କରନ୍ତୁ। ତା ପରେ ସେଥିରେ ଦିଆଯାଇଥିବା ନିର୍ଦେଶ ଅନୁଯାୟୀ ଆବେଦନ ପ୍ରକ୍ରିୟା ୧୫ ଜୁଲାଇ ପୂର୍ବରୁ ପୁରଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.