Below header

ବାଲେଶ୍ୱର: ଏଡିଏମ୍‌ ଛକରେ ଥିବା ବିଭିନ୍ନ ଫାଷ୍ଟଫୁଡ଼ ଦୋକାନରେ ଅଚାନକ ଚଢ଼ାଉ କଲା ଖାଦ୍ୟ ସୁରକ୍ଷା ଟିମ୍‌, ଲୋକେ କରିଥିଲେ ଅଭିଯୋଗ

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱରରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ୍‌ ପକ୍ଷରୁ ସହରର ବିଭିନ୍ନ ଫାଷ୍ଟ ଫୁଡ୍‌ ଦୋକାନ ଉପରେ ଚଢ଼ଉ । ସହରର ଏଡିଏମ୍‌ ଛକରେ ଥିବା ବିଭିନ୍ନ ଫାଷ୍ଟଫୁଡ଼ ଦୋକାନରେ ଚଢ଼ାଉ କରିଛି । ଗ୍ରାହକଙ୍କ ବିକ୍ରି ଉଦ୍ଦେଶ୍ୟରେ ଥିବା ବିଭିନ୍ନ ଖାଦ୍ୟର ମାନ ଯାଞ୍ଚ କରଯାଇଛି ।

fast food baleswar2

ଏହାସହ ଆଜି ଭୁବନେଶ୍ୱରରୁ ମୋବାଇଲ ଫୁଡ୍‌ ଟେଷ୍ଟ ଲାବ୍ରୋଟୋରୀରୁ ଏକ ଟିମ ଆସି ସହରରେ ବିଭିନ୍ନ ଫାଷ୍ଟ ଫୁଡ୍‌ ଦୋକାନରେ ଖାଦ୍ୟରେ ଅପମିଶ୍ରଣ ହେଉଛି କି ନାହିଁ ଖାଦ୍ୟର ମାନ ର୍ନିଦ୍ଧାରଣ କରିଛି । ସହରରେ ବାରମ୍ବାର ବିଭିନ୍ନ ଫାଷ୍ଟ ଫୁଡ୍‌ ଦୋକାନରେ ଅପମିଶ୍ରଣ ଓ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗହେଉଛି। ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.