Below header

ଦୀର୍ଘ ୨୬ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଭାଲୁକୁ ଧରିବାରେ ଅସଫଳ ହେଲା ବନ ବିଭାଗ

କଳାହାଣ୍ଡି:ଫେଲ ମାରିଲା ରେସ୍କ୍ୟୁ ଅପରେସନ । ଦୀର୍ଘ ୨୬ ଘଣ୍ଟାର ଅପରେସନ ପରେ ଭାଲୁକୁ ଧରିବାକୁ ଅସଫଳ ହେଲା ବନ ବିଭାଗ । ଦୁଇଜଣ ବନ ବିଭାଗ କର୍ମଚାରୀଙ୍କୁ ଆହତ କରି ଜଙ୍ଗଲକୁ ଚମ୍ପଟ ମାରିଲା ଭାଲୁ ।

ଗତ ୨୧ ତାରିଖରେ ଭବାନପାଟଣାରେ ସହରରେ ଆତଙ୍କ ଖେଳାଇ ୫ଜଣଙ୍କୁ ଆହତ କରିଥିଲା ଭାଲୁ । ତେବେ ଭାଲୁକୁ ଧରିବାକୁ ବନ ବିଭାଗ ଗତକାଲି ରାତି ୩ଟାରୁ ଆଜି ସକା ୫ଟା ପର୍ଯ୍ୟନ୍ତ ଚେଷ୍ଟା ଚଳାଇଥିଲା । ସପଟେ ଭାଲୁ ଲୁଚି ରହିଥିବା ସ୍ଥାନକୁ ସାନିଟାଇଜ କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଏଡାଇବାକୁ ରାତିରେ ପେଟ୍ରୋଲିଂ କରିବାକୁ କହିଛନ୍ତି କଳାହାଣ୍ଡି ଡିଏଫଓ ନୀତିଶ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.