Below header

ପୁରୀ: ଦାଦାବଟି ଆଦାୟ କରୁଥିବା ବେଳେ ୪ଜଣଙ୍କୁ ଗିରଫ କଲା କୁମ୍ଭାରପଡ଼ା ଥାନା ପୋଲିସ୍

ପୁରୀ: ଦାଦାବଟି ଆଦାୟ କରୁଥିବା ବେଳେ ୪ଜଣଙ୍କୁ ଗିରଫ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ସେମାନଙ୍କଠାରୁ ଏକ ଖେଳଣା ବନ୍ଧୁକ ଓ ଦୁଇ ଶହ ଟଙ୍କା ଜବତ ହୋଇଛି।

ଗିରଫ ଅଭିଯୁକ୍ତ ହେଲେ ନରେନ୍ଦ୍ରକୋଣ ମଙ୍ଗଳାସାହିର କାଳିଆ ନାୟକ, ପିଣ୍ଟୁ ମଲ୍ଲିକ, ହରିଜନବସ୍ତିର ସନ୍ତୋଷ ନାୟକ ଏବଂ ତଲମାଳିସାହିର ଅଜୟ କୁମାର ପଲାଇ। ଏମାନେ ଲକ୍ଷ୍ମୀ ମାର୍କେଟରେ ପରିବା ବ୍ୟବସାୟୀଙ୍କଠାରୁ ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.