Browsing Tag

dadabati

ବାଣ ଦୋକାନରୁ ବଟି ଆଦାୟକୁ କେନ୍ଦ୍ରକରି ଗୁଳିମାଡ଼, ୨ ଆହତ

ବାଙ୍କୀ(କେନ୍ୟୁଜ୍): ବଟି ଆଦାୟକୁ କେନ୍ଦ୍ର କରି ଗୁଳିମାଡ଼ । କଟକ ଜିଲ୍ଲା ବାଙ୍କୀ ବାଁଆରା ଗାଁରେ ଗୁଳିକାଣ୍ଡ ଘଟିଛି । ବାଣ ଦୋକାନରୁ ବଟି ଆଦାୟକୁ କେନ୍ଦ୍ରକରି ଗଣ୍ଡଗୋଳ ଲାଗି ରହିଥିଲା । ଗତକାଲି ବିଳମ୍ବିତ ରାତିରେ ବଟି ଆଦାୟକୁ ୨ଜଣ ଯୁବକ ବିରୋଧ କରିବାରୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା…

ଦାଦାବଟି ମାଗି ଗିରଫ ହେଲା ଡି ବ୍ରଦର୍ଶଙ୍କ ସହଯୋଗୀ ଡ୍ୟାନି, ତା ନାଁରେ ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା

କଟକ(କେନ୍ୟୁଜ): ଦାଦାବଟି ମାଗିବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଲବାଗ ଥାନା ପୋଲିସ। ଅଭିଯୁକ୍ତ ହେଉଛନ୍ତି କାଳିଗଳି ଅଞ୍ଚଳର ଡ୍ୟାନି ଖଣ୍ଡେଇ। ଅଭିଯୁକ୍ତ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା ରହିଛି। ସେ ଡି ବ୍ରଦର୍ଶଙ୍କର ସହଯୋଗୀ ବୋଲି କଟକ ଡିସିପି…

ଦାଦାବଟି ମାଗିବା ପଡିଲା ମହାଙ୍ଗା, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ଆର.ଉଦୟଗିରି ଥାନା ପୋଲିସ୍

ମୋହନା(କେନ୍ୟୁଜ୍): ଦାଦା ବଟି ମାଗିବା ଅଭିଯୋଗରେ ଆର.ଉଦୟଗିରି ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ଗଞ୍ଜାମ ଜିଲା ତପ୍ତପାଣିର ସନ୍ତୋଷ କୁମାର ପାଣିଗ୍ରାହୀ ଓରଫ ମୁନା ଏବଂ ମହେନ୍ଦ୍ରଗଡ଼ର କୁରେଶ ଦଳାଇ। ସୂଚନା ଅନୁଯାୟୀ, ଛେଳିଗଡ଼ ପ୍ରକଳ୍ପର କୁଆଁପଡା ଠାରେ ସାରଳା ପ୍ରୋଜେକ୍ଟ…

ପୁରୀରେ ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳି, ଗୁରୁତର ଆହତ ମହିଳା ଚିକିତ୍ସାଳୟରେ ଭର୍ତ୍ତି

ପୁରୀ(କେନ୍ଯୁଜ୍): ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳି। ପୁରୀରେ ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡରେ ସକୁନ୍ତଳା ସାହୁ ନାମକ ଜଣେ ମହିଳା ଗୁରୁତର ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ଗୁରୁତର ହେବାରୁ ତାଙ୍କୁ କଟକ ବଡ…

ପୁରୀ: ଦାଦାବଟି ଆଦାୟ କରୁଥିବା ବେଳେ ୪ଜଣଙ୍କୁ ଗିରଫ କଲା କୁମ୍ଭାରପଡ଼ା ଥାନା ପୋଲିସ୍

ପୁରୀ: ଦାଦାବଟି ଆଦାୟ କରୁଥିବା ବେଳେ ୪ଜଣଙ୍କୁ ଗିରଫ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ସେମାନଙ୍କଠାରୁ ଏକ ଖେଳଣା ବନ୍ଧୁକ ଓ ଦୁଇ ଶହ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ନରେନ୍ଦ୍ରକୋଣ ମଙ୍ଗଳାସାହିର କାଳିଆ ନାୟକ, ପିଣ୍ଟୁ ମଲ୍ଲିକ, ହରିଜନବସ୍ତିର ସନ୍ତୋଷ ନାୟକ ଏବଂ…