Browsing Tag

collect extortion

ଦାଦାବଟି ଆଦାୟ ମାମଲା, ଆଜି ଆଉ ଜଣେ ଯୁବକକୁ ଗିରଫ କଲା ଏୟାରଫିଲଡ଼ ଥାନା ପୋଲିସ

ଭୁବନେଶ୍ୱର(କେନ୍ୟୁଜ) : ଦାଦାବଟି ଆଦାୟ ମାମଲାରେ ପୋଲିସ ଆଉ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l କିଛି ମାସ ହେବ ପୋଲିସକୁ ଚକ୍ ମା ଦେଇ ଫେରାର ଥିଲା ଆସାମୀ l ଗିରଫ ଯୁବକ ନାମ ହେଉଛି ପତିତପାବନ ବରିଷଲ l ପତିତପାବନ ବରିଷଲ ଜଣେ ପେସାଦାର ଦାଦାବଟି ଆଦାୟ କରୁଥିବା ଯୁବକ l…

ଦାଦାବଟି ମାଗି ଗିରଫ ହେଲା ଡି ବ୍ରଦର୍ଶଙ୍କ ସହଯୋଗୀ ଡ୍ୟାନି, ତା ନାଁରେ ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା

କଟକ(କେନ୍ୟୁଜ): ଦାଦାବଟି ମାଗିବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଲବାଗ ଥାନା ପୋଲିସ। ଅଭିଯୁକ୍ତ ହେଉଛନ୍ତି କାଳିଗଳି ଅଞ୍ଚଳର ଡ୍ୟାନି ଖଣ୍ଡେଇ। ଅଭିଯୁକ୍ତ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୫ରୁ ଅଧିକ ମାମଲା ରହିଛି। ସେ ଡି ବ୍ରଦର୍ଶଙ୍କର ସହଯୋଗୀ ବୋଲି କଟକ ଡିସିପି…

ଦାଦାବଟି ମାଗିବା ପଡିଲା ମହାଙ୍ଗା, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ଆର.ଉଦୟଗିରି ଥାନା ପୋଲିସ୍

ମୋହନା(କେନ୍ୟୁଜ୍): ଦାଦା ବଟି ମାଗିବା ଅଭିଯୋଗରେ ଆର.ଉଦୟଗିରି ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ଗଞ୍ଜାମ ଜିଲା ତପ୍ତପାଣିର ସନ୍ତୋଷ କୁମାର ପାଣିଗ୍ରାହୀ ଓରଫ ମୁନା ଏବଂ ମହେନ୍ଦ୍ରଗଡ଼ର କୁରେଶ ଦଳାଇ। ସୂଚନା ଅନୁଯାୟୀ, ଛେଳିଗଡ଼ ପ୍ରକଳ୍ପର କୁଆଁପଡା ଠାରେ ସାରଳା ପ୍ରୋଜେକ୍ଟ…

ପୁରୀ: ଦାଦାବଟି ଆଦାୟ କରୁଥିବା ବେଳେ ୪ଜଣଙ୍କୁ ଗିରଫ କଲା କୁମ୍ଭାରପଡ଼ା ଥାନା ପୋଲିସ୍

ପୁରୀ: ଦାଦାବଟି ଆଦାୟ କରୁଥିବା ବେଳେ ୪ଜଣଙ୍କୁ ଗିରଫ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ସେମାନଙ୍କଠାରୁ ଏକ ଖେଳଣା ବନ୍ଧୁକ ଓ ଦୁଇ ଶହ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ନରେନ୍ଦ୍ରକୋଣ ମଙ୍ଗଳାସାହିର କାଳିଆ ନାୟକ, ପିଣ୍ଟୁ ମଲ୍ଲିକ, ହରିଜନବସ୍ତିର ସନ୍ତୋଷ ନାୟକ ଏବଂ…