Below header

ବଦଳିଲା ଗ୍ୟାଙ୍ଗଷ୍ଟର ଟିଟୋର ଠିକଣା, କେନ୍ଦ୍ରାପଡ଼ା ଜେଲରୁ ଆସିଲା ଝାରପଡ଼ା

ଭୁବନେଶ୍ୱର : ଝାରପଡ଼ା ଜେଲର ଗ୍ୟାଙ୍ଗଷ୍ଟାର ଟିଟୋ । କେନ୍ଦ୍ରାପଡ଼ା ଜେଲରୁ ଆଜି କଡ଼ା ସୁରକ୍ଷା ଭିତରେ ତାକୁ ଝାରପଡ଼ା ଜେଲକୁ ଅଣାଯାଇଛି । ପ୍ରଶାସନିକ ଶୃଙ୍ଖଳା ଦର୍ଶାଇ ତାକୁୁ ଅଣାଯାଇଥିବା ଜେଲ ବିଭାଗ ପକ୍ଷରୁ ସୂଚନା ମିଳିଛି । ଝାରପଡ଼ା ଜେଲରେ ଏକ ସ୍ୱତନ୍ତ୍ର ସେଲରେ ତାକୁ ରଖାଯାଇଛି । ଆଗକୁ କେନ୍ଦ୍ରାପଡ଼ାରେ ନିର୍ବାଚନ ଥିବା ବେଳେ ତାକୁ ସ୍ଥାନାନ୍ତର କରାଯାଇଛି । ଗତବର୍ଷ ଜୁଲାଇ ମାସରେ ଗ୍ୟାଙ୍ଗଷ୍ଟର ଟିଟୋକୁ ଏନକାଉଣ୍ଟର କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ତା ନାଁରେ ୫୦ରୁ ଅଧିକ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.