ଆଳୁ ବେପାରୀରୁ ବନିଥିବା ଗ୍ୟାଙ୍ଗଷ୍ଟର ଟିଟୋ ପୁଣି ଯିବ ଜେଲ
କେନ୍ଦ୍ରାପଡ଼ା(କେନ୍ୟୁଜ୍): ପୁଣି ଜେଲ ଯିବ ଟିଟୋ । କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀ ସର୍ତ୍ତମୂଳକ ଜାମିନରେ ଥିଲା । ଜାମିନର ସର୍ତ୍ତ ଖିଲାପ କରିଛି ଏହି ଗ୍ୟାଙ୍ଗଷ୍ଟାର । ତାକୁ ପୁଣି ଜେଲକୁ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜଷ୍ଟିସ ସଙ୍ଗମ କୁମାର…