Below header

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ ଅଭିଯୋଗରେ ଜଗତସିଂହପୁରରେ ଚଢାଉ, ବନ୍ଧୁକ, ଗୁଳି ଓ ନଗଦ ଟଙ୍କା ଜବତ

ଭୁବନେଶ୍ବର(କେନ୍ଯୁଜ୍) :ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ ଅଭିଯୋଗରେ ଜଗତସିଂହପୁରରେ ଚଢାଉ । ସଦର ଥାନା ମୁକୁନ୍ଦପୁର ଦୀପ୍ତି ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଚଢାଉ କରାଯାଇଛି । ଏହା ସହ ୨ଟି ବଡ ବଡ ହୋଟେଲରେ ମଧ୍ୟ ଚଢାଉ ଜାରି ରହିଛି। ରେଡ୍‌  ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଛି। ଗୋଟିଏ ବନ୍ଧୁକ, ୧୨ ରାଉଣ୍ଡ ଗୁଳି ଓ ନଗଦ ୬୪ ହଜାର ଟଙ୍କା ଜବତ ହୋଇଛି । ଟିଟୋ ଲିଙ୍କ୍‌ରେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ସହଯୋଗୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.