Below header

ରାଜନଗର ଜେଏମଏଫସି କୋର୍ଟରେ ଗ୍ୟାଙ୍ଗଷ୍ଟର ଟିଟୋ ହାଜର

କେନ୍ଦ୍ରାପଡ଼ା : ରାଜନଗର ଜେଏମଏଫସି କୋର୍ଟରେ ଗ୍ୟାଙ୍ଗଷ୍ଟର ଟିଟୋ ହାଜର । ଠିକାଦାର ପ୍ରେମାନନ୍ଦ ଲେଙ୍କାଙ୍କଠାରୁ ୭ କୋଟି ଟଙ୍କାର ଟେଣ୍ଡର ପାଇଁ ବନ୍ଧୁକ ଦେଖାଇ ୭୦ ଲକ୍ଷ ଟଙ୍କା ଦାଦାବଟି ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଟିଟୋ ସହ ତା’ ୫ ଜଣ ସହଯୋଗୀଙ୍କୁ ଆଜି ପୋଲିସ କୋର୍ଟରେ ହାଜର କରିଛି । ଠିକା କାମ ଟେଣ୍ଡର ଓ ଦାଦାବଟି ଆଦାୟ ମାମଲାରେ ଆଜି ରାଜନଗର ଜେଏମଏଫ୍ସି କୋର୍ଟରେ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.