Below header

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲାଣ ବେଳେ ଟାଉନ୍‌ ଥାନା ପୋଲିସର ଚଢ଼ାଉ , ୬ ଗିରଫ

ରାୟଗଡ଼ା(କେନ୍ୟୁଜ୍) : ଗଞ୍ଜେଇ ଚୋରା ଚାଲାଣ ବେଳେ ରାୟଗଡ଼ାରୁ ୬ ଜଣ ଗିରଫ। ସେମାନଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ। ଏହାସହ ସେମାନଙ୍କଠାରୁ ୧୬ କିଲୋ ଗଞ୍ଜେଇ, ୬ଟି ମୋବାଇଲ୍‌ ଫୋନ୍‌ ଓ ଦୁଇ ହଜାର ଟଙ୍କା ଜବତ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ହୋଟେଲରେ ଚଢ଼ାଉ କରିଥିଲା ଟାଉନ୍‌ ଥାନ୍‌ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.