Below header

ବାଃ କି ବୁଦ୍ଧି ! ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକରେ ଚାଲାଣ ହେଉଥିଲା କୋଟିଏ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ(କେ ନ୍ୟୁଜ): ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ଜୟପୁର ଥାନା ପୋଲିସ ଗଞ୍ଜେଇ ସହ ଟ୍ରକକୁ ଜବତ କରିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଡ୍ରାଇଭର

ଯଶପାଲ ଓ ବେପାରୀ ଲକ୍ଷିନ୍ଦର ସିଂ । ପଞ୍ଜାବ ପଞ୍ଜିକରଣ ନମ୍ବର ଥିବା ଏହି ଟ୍ରକରୁ ଜବତ ହୋଇଛି ପ୍ରାୟ ୧୨ଶହ ୭୭ କେଜି ଓଜନର ଗଞ୍ଜେଇ । ଜବତ ଗଞ୍ଜେଇର ମୂଲ୍ୟ ଏକ କୋଟି ୧୦ ଲକ୍ଷ ଟଙ୍କା ହେବ । ଏହି ଟ୍ରକଟି ବିଶାଖାପାଟଣା ଯାଉଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.