କଳାହାଣ୍ଡି ଜୁନାଗଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଭିଡିଓ ଭାଇରାଲ ପରେ ପୀଡ଼ିତାଙ୍କ ପକ୍ଷରୁ ଏତଲା

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଜରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ଭାଇରାଲ ପରେ ପୀଡ଼ିତାଙ୍କ ପକ୍ଷରୁ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ କରୁଛି ।