Below header

ସମ୍ବଲପୁର: କରୋନାରୁ ସୁରକ୍ଷା ପାଇଁ GM ବିଶ୍ବବିଦ୍ୟାଳୟ ପ୍ରସ୍ତୁତ କଲା Deep UV sanitizer cabinet ମେସିନ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ଧୀରେ ଧୀରେ କରୋନା ଦୃତ ଗତିରେ ବଢିବା ଆରମ୍ଭ କଲାଣି। ଏଥିରୁ କିଛି ମାତ୍ରାରେ ରକ୍ଷା ପାଇବା ପାଇଁ ଅନେକ ଉପାୟ ମଧ୍ୟ ବାହାରିବାରେ ଲାଗିଛି। ଏହି କରୋନାରୁ ସୁରକ୍ଷା ପାଇଁ  ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର physics ଏବଂ chemestry ବିଭାଗର ମିଳିତ ଉଦ୍ୟମରେ ନିର୍ମିତ ହୋଇଛି  ପ୍ରଥମ Deep UV sanitizer cabinet ମେସିନ। ଏହା ସହ ବିଶ୍ୱବିଦ୍ୟାଳୟରେ ଲାଗିଲା ସାନିଟାଇଜୋର ଟନେଲ। ଏହା ଦ୍ୱାରା GMUକୁ ଆସୁଥିବା ପ୍ରତେକ ବ୍ୟକ୍ତି ବିଶ୍ୱବିଦ୍ୟାଳୟକୁ ପ୍ରବେଶ ପୂର୍ବରୁ ସାନିଟାଇଜ ହୋଇ ଯିବେ।

uv sanitizer mechine2

deep UV cabinet ଦ୍ବାରା ବିଶ୍ୱବିଦ୍ୟାଳୟର ସମସ୍ତ କାଗଜପତ୍ରକୁ ସାନିଟାଇଜ କରାଯାଇପାରିବ। ଏହି ଦୁଇଟି ମେସିନ ଖୁବ କମ ଟଙ୍କାରେ ହେଇ ପାରିଛି। ଅନ୍ୟପଟେ ସହରର ସ୍ଥିତି ଧୀରେ ଧୀରେ ବିଗୁଡିଛି। ଏଥିପାଇଁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ବୁର୍ଲା ସ୍ଥିତ ଭିସୁଟ, ଭୀମସାର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ଼ୀଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ଏହି ମେସିନ ଲଗାଇବା ପାଇଁ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.