Below header

ମା’ କାଳୀଙ୍କ ପୂଜା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୭ ଗିରଫ

ବାଲେଶ୍ୱର : ଭୋଗରାଇ ବ୍ଳକ ନିଧିବଣି ଗାଁରେ ମା’ କାଳୀଙ୍କ ପୂଜା ଚାଲୁଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ପରେ ଏହା ଉଗ୍ରରୂପ ନେଇଥିଲା । ଏପରିକି ସେହି ସମୟରେ ରାସ୍ତାରେ ଯାଉଥିବା ଏକ ପିକ୍‌ଅପ ଭ୍ୟାନ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରିଥିଲେ ଲୋକ । ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଭୋଗରାଇ ପୋଲିସ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.