Below header

ବିଭିନ୍ନ ଫେକ ଆକାଉଣ୍ଟ ଖୋଲି ୯କୋଟି ଟଙ୍କାର ଜିଏସଟି ଠକିଥିଲା ଠକ, ଗିରଫ କଲା ସେଣ୍ଟ୍ରାଲ ଜିଏସଟି ଟିମ୍

ରାଉରକେଲା(କେନ୍ୟୁଜ୍):  ଦେଶରେ ଜିଏସଟି ଚୋରିର ହବ୍‌ ପାଲଟିଛି ରାଉରକେଲା। ପ୍ରତ୍ୟେକ ଦିନ ସାମନାକୁ ଆସୁଛି ଜିଏସଟି ଠକେଇର ନୂଆ ନୂଆ ମାମଲା। ଆଜି ଇଜାଜ ଅହମ୍ମଦ ନାମକ ବ୍ୟକ୍ତିଙ୍କୁ ଜିଏସଟି ଠକେଇ ଅଭିଯୋଗରେ ଗିରଫ କରି ଜେଲ ପଠାଇଛି ସେଣ୍ଟ୍ରାଲ ଜିଏସଟି ଟିମ୍‌।

ବିଭିନ୍ନ ଫେକ ଆକାଉଣ୍ଟ ଜରିଆରେ ୯କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଅଭିଯୋଗରେ ଇଜାଜକୁ ଝାରସୁଗୁଡ଼ାରୁ ଗିରଫ କରାଯାଇଛି। ପୂର୍ବରୁ ମଧ୍ୟ ଏକ ୪୦ କୋଟିର ଜିଏସଟି ଠକେଇରେ ରାକେଟରେ ସାମିଲ ଅଛି ଇଜାଜ। ସେ ସନ୍ତୋଷ ଗୁପ୍ତା ଗ୍ୟାଙ୍ଗ ସହ ସାମିଲ ଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.