Below header

ଲଗାଣ ବର୍ଷାରେ ମାଲକାନଗିରି ସହରର ହାଲ୍‌ ବେହାଲ୍‌, ବିଭିନ୍ନ ସ୍ଥାନରେ ଦୁଇରୁ ତିନି ଫୁଟର ପାଣି

ମାଲକାନଗିରି(କେନ୍ୟୁଜ୍): ଦୁଇ ଘଣ୍ଟାର ଲଗାଣ ବର୍ଷାରେ ମାଲକାନଗିରି ସହରର ହାଲ୍‌ ବେହାଲ୍‌। ସହରର ବିଭିନ୍ନ ସ୍ଥାନରେ ଦୁଇରୁ ତିନି ଫୁଟ ପାଣି। ମାଲକାନଗିରି ବସଷ୍ଟାଣ୍ଡଠାରୁ ସତ୍ୟମଗୁଡ଼ା ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଥିଲା ବର୍ଷା ପାଣି। ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ, ଗାଡ଼ିମୋଟର ଯାଆସ କରିବା ମୁସ୍କିଲ ହୋଇ ପଡ଼ିଥିଲା। ବର୍ଷା ପାଣିରେ ଭାସିଥିଲା ରାସ୍ତାକଡ଼ରେ ଠିଆ ହୋଇଥିବା ଚାରି ଚକିଆ ଯାନ। ମାତ୍ର ଦୁଇ ଘଣ୍ଟାର ଲଗାଣ ବର୍ଷାରେ ଠପ୍‌ ହୋଇ ପଡ଼ିଥିଲା ସାଧାରଣ ଜୀବନଯାତ୍ରା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.