ଲଗାଣ ବର୍ଷାରେ ବିଦ୍ୟାଳୟ ଛାତରୁ ଖସିଲା ସିଲିଂ, ବର୍ତ୍ତିଲେ ଛାତ୍ରଛାତ୍ରୀ
ବୌଦ୍ଧ: ବିଦ୍ୟାଳୟ ଛାତରୁ ଖସିଲା ସିଲିଂ । ବୌଦ୍ଧ ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର ରାଜେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଘଟଣ ଘଟିଛି । ଲଗାଣ ବର୍ଷା ଯୋଗୁ ବିଦ୍ୟାଳୟ ଛାତରୁ ସିଲିଂ ଖସି ପଡିଥିବା ସୂଚନା ମିଳିଛି । ହରଭଙ୍ଗା ବ୍ଲକରେ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଛୁଟି…