Below header

ଆତଙ୍କବାଦୀ କାର୍ଯ୍ୟକଳାପକୁ କେମିତି କରାଯିବ ପ୍ରତିହତ? ପୁରୀରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ମକଡ୍ରିଲ

ଏନଏସଜି ଅଧିକାରୀଙ୍କ ସହ ପୁରୀ ପୋଲିସର ମିଳିତ ଏକରସାଇଜ କରାଯାଉଛି । ଆତଙ୍କବାଦୀ କାର୍ଯ୍ୟକଳାପକୁ କିପରି ପ୍ରତିହତ କରାଯାଇପାରିବ ସେନେଇ ଏହି ଏକସରସାଇଜ କରାଯାଉଛି । ରେଳଷ୍ଟେସନ, ବସଷ୍ଟାଣ୍ଡ, ଶ୍ରୀମନ୍ଦିରରେ ମଧ୍ୟ ଏହି ଏକସରସାଇଜ କରାଯିବ ।

ପୁରୀ(କେନ୍ୟୁଜ୍): ପୁରୀରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ମକଡ୍ରିଲ । ଏନଏସଜି ଅଧିକାରୀଙ୍କ ସହ ପୁରୀ ପୋଲିସର ମିଳିତ ଏକରସାଇଜ କରାଯାଉଛି । ଆତଙ୍କବାଦୀ କାର୍ଯ୍ୟକଳାପକୁ କିପରି ପ୍ରତିହତ କରାଯାଇପାରିବ ସେନେଇ ଏହି ଏକସରସାଇଜ କରାଯାଉଛି ।

ରେଳଷ୍ଟେସନ, ବସଷ୍ଟାଣ୍ଡ, ଶ୍ରୀମନ୍ଦିରରେ ମଧ୍ୟ ଏହି ଏକସରସାଇଜ କରାଯିବ । ଏହା ଏନଏସଜିର ବିଭିନ୍ନ ସ୍ଥାନରେ ସମ୍ବେଦନଶୀଳ ଜାଗାରେ କରାଯାଇଥାଏ । ପୁରୀ ଶ୍ରୀମନ୍ଦିର ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଏଠାରେ ଏହି ଏକସରସାଇଜ କରାଯାଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.