Below header

କୋଲଡ୍ରିଙ୍କସ କାରଖାନାରୁ ବିପୁଳ ପରିମାଣର ନକଲି କୋଲ୍‌ଡ୍ରିଙ୍କସ ବୋତଲ ଜବତ, ସିଲ ହେଲା କାରଖାନା

ଭୁବନେଶ୍ୱର(କେ ନ୍ୟୁଜ): ବ୍ରହ୍ମପୁର ପରେ ରାଜଧାନୀରେ ନକଲି ମୃଦୁ ପାନୀୟ କାରଖାନା ଉପରେ ଚଢାଉ। ଭୁବନେଶ୍ୱର ମଞ୍ଚେଶ୍ୱରରେ ଚାଲିଥିବା ଏକ ନକଲି କୋଲଡ୍ରିଙ୍କସ କାରଖାନା ଉପରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାଡ ପକ୍ଷରୁ ମିଳିତ ଚଢାଉ କରାଯାଇଛି। ଚଢାଉ ବେଳେ ବିପୁଳ ପରିମାଣର କୋଲ୍‌ଡ୍ରିଙ୍କସ ବୋତଲ ଜବତ କରାଯାଇଛି ।

ଚଢ଼ାଉ ସମୟରେ ହଜାର ହଜାର ନକଲି ବୋତଲ ଠାବ ହେବା ପରେ କମିସନରେଟ ପୋଲିସ ପକ୍ଷରୁ କାରାଖାନାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରି ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.