Browsing Tag

cold drinks

ମୃଦୁ ପାନୀୟରେ କ୍ୟାନସର : ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ମୃଦୁ ପାନୀୟରେ କ୍ୟାନସର । ଡାଏଟ କୋକ୍‌ , ଏନର୍ଜି ଡ୍ରିଙ୍କସ୍‌ , ଚୁଇଙ୍ଗ ଗମ୍‌ ଖାଇବା ହୋଇପାରେ ବିପ୍ପଜନକ । ଏଥିରେ ମିଶୁଥିବା କୁତ୍ରିମ ମିଠା ବା ଏସପାର୍ଟେମ କ୍ୟାନସର କରାଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବଜାରରେ ମିଳୁଥିବା କୋକାକଲା ସମେତ ଅନ୍ୟାନ୍ୟ…

ହୋଲି ପାର୍ଟିରେ ସାମିଲ କରନ୍ତୁ ଏହି ଚଟପଟା ଖାଦ୍ୟ, ଯାହା ଆପଣଙ୍କ ଇମ୍ୟୁନିଟିକୁ କରିବ ଷ୍ଟ୍ରଙ୍ଗ

ରଙ୍ଗର ପର୍ବ ହୋଲିର ମଜା ହିଁ ଥାଏ କିଛି ନିଆରା। ଏହି ପର୍ବକୁ ପାଳନ କରିବା ପାଇଁ ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏଥିପାଇଁ ଘରେ କିଛି ଅଲଗା ମାହୋଲ ରହିଥାଏ। ରଙ୍ଗ ଖେଳିବା ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ସ୍ନାକ୍ସ ଖାଇବାର ମଜା ଉଠାନ୍ତି ଲୋକେ।…

ଗରମରେ ଆରାମ ପାଇବାକୁ କୋଲ୍ଡ ଡ୍ରିଙ୍କସ୍‌ ପିଉଥିଲେ ସାବଧାନ୍‌, ନଚେତ୍‌ ସ୍ୱାସ୍ଥ୍ୟରେ ଦେଖାଯାଇପାରେ ଏହି ସମସ୍ୟା

ଚଳିତ ବର୍ଷ ଗରମ ଜଲଦି ପଡିଗଲାଣି। ଲୋକମାନେ ତ ଗରମରୁ ରକ୍ଷା ପାଇବା ପାଇଁ କୋଲ୍ଡ ଡ୍ରିଙ୍କ୍‌ ପିଇବା ଆରମ୍ଭ କରିଦେଲେଣି। କିନ୍ତୁ କଣ ଆପଣ ଜାଣନ୍ତି କୋଲ୍ଡ ଡ୍ରିଙ୍କସ୍‌ ଅଧିକ ପିଇବା ଦ୍ୱାରା ଶରୀରରେ କ୍ଷତି ପହଁଚିଥାଏ। ଏହାକୁ ପିଇବା ଦ୍ୱାରା ଏସିଡିଟୀ ଏବଂ ଅଲସର୍‌ ଭଳି ସମସ୍ୟା ହୋଇପାରେ।…

କୋଲଡ୍ରିଙ୍କସ କାରଖାନାରୁ ବିପୁଳ ପରିମାଣର ନକଲି କୋଲ୍‌ଡ୍ରିଙ୍କସ ବୋତଲ ଜବତ, ସିଲ ହେଲା କାରଖାନା

ଭୁବନେଶ୍ୱର(କେ ନ୍ୟୁଜ): ବ୍ରହ୍ମପୁର ପରେ ରାଜଧାନୀରେ ନକଲି ମୃଦୁ ପାନୀୟ କାରଖାନା ଉପରେ ଚଢାଉ। ଭୁବନେଶ୍ୱର ମଞ୍ଚେଶ୍ୱରରେ ଚାଲିଥିବା ଏକ ନକଲି କୋଲଡ୍ରିଙ୍କସ କାରଖାନା ଉପରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାଡ ପକ୍ଷରୁ ମିଳିତ ଚଢାଉ କରାଯାଇଛି। ଚଢାଉ ବେଳେ ବିପୁଳ ପରିମାଣର…

ସାବଧାନ! ସୁରକ୍ଷିତ ନୁହେଁ ଥଣ୍ଡା ପାନୀୟ, ବୋତଲରୁ ବାହାରୁଛନ୍ତି ଛୋଟ ଛୋଟ ପୋକ

ବାଲେଶ୍ୱର(କେନ୍ୟୁଜ୍): ଥଣ୍ଡା ପାନୀୟ ବୋତଲରୁ ପୋକ । ଗୋଟେ କି ଦୁଇଟା ନୁହେଁ , ଛୋଟ ଛୋଟ ଅନେକ ପୋକ। ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଚାନ୍ଦିପୁର ନୂଆ ସଡକ ଛକରେ ଜଣେ ଗ୍ରାହକ ଦୋକାନୀଙ୍କୁ ଥଣ୍ଡା ପାନୀୟ ପିଇବା ପାଇଁ ମାଗିଥିଲେ। ଦୋକାନୀ ବୋତଲର ଠିପି ଖୋଲି ଗ୍ରାହକକୁ ଦେଇଥିଲେ। ଥଣ୍ଡା…

ଗୋଟିଏ କୋଲ୍ଡଡ୍ରିଙ୍କ୍ସ ପାଇଁ ଭାଙ୍ଗିଗଲା ୭ ବର୍ଷର ସମ୍ପର୍କ, ସୋସିଆଲ୍ ମିଡିଆରେ ଦୁଃଖ ବଖାଣିଲେ ଯୁବତୀ

ସ୍ବାମୀ ସ୍ତ୍ରୀ ହୁଅନ୍ତୁ ଅବା ପ୍ରେମିକ ପ୍ରେମିକା । ସବୁ ସମ୍ପର୍କରେ ଅଳ୍ପ ବହୁତ ଝଗଡା ତ ନିଶ୍ଚୟ ହୋଇଥାଏ । କିଛି ସମ୍ପର୍କ ଏସବୁ ଝଗଡାକୁ ପଛ କରି ଆଗକୁ ବଢିଥାଏ । କିନ୍ତୁ ଅନେକ ସମୟରେ ଛୋଟ ଛୋଟ କଥାରେ ବଡ଼ ବଡ଼ ସମ୍ପର୍କ ଭାଙ୍ଗିଯାଇଥାଏ । ସେମିତି ଏକ ଘଟଣା ଚୀନରେ ଦେଖିବାକୁ ମିଳିଛି ।…