Below header

ସାବଧାନ! ସୁରକ୍ଷିତ ନୁହେଁ ଥଣ୍ଡା ପାନୀୟ, ବୋତଲରୁ ବାହାରୁଛନ୍ତି ଛୋଟ ଛୋଟ ପୋକ

ବାଲେଶ୍ୱର(କେନ୍ୟୁଜ୍): ଥଣ୍ଡା ପାନୀୟ ବୋତଲରୁ ପୋକ । ଗୋଟେ କି ଦୁଇଟା ନୁହେଁ , ଛୋଟ ଛୋଟ ଅନେକ ପୋକ। ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଚାନ୍ଦିପୁର ନୂଆ ସଡକ ଛକରେ ଜଣେ ଗ୍ରାହକ ଦୋକାନୀଙ୍କୁ ଥଣ୍ଡା ପାନୀୟ ପିଇବା ପାଇଁ ମାଗିଥିଲେ। ଦୋକାନୀ ବୋତଲର ଠିପି ଖୋଲି ଗ୍ରାହକକୁ ଦେଇଥିଲେ। ଥଣ୍ଡା ବୋତଲରେ ଗ୍ରାହକ କିଛି ଭାସୁଥିବାର ଦେଖିବାକୁ ପାଇଥିଲେ। ଦୋକାନରେ  ନିକଟରେ ଥିବା କିଛି ଗ୍ରାହାକ ଏହି ପୋକ ବାହାରୁଥିବାର ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ।। ଏହାକୁ ଦେଖି ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

coald drinks

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.