ମାହାଙ୍ଗା : କୁଆ ପଥର ସାଙ୍ଗକୁ ବର୍ଷା ଏବଂ ପବନର ତଣ୍ଡବଲୀଳା

କଟକ (କେନ୍ୟୁଜ୍) :କଟକ ଜିଲ୍ଲା ମାହାଙ୍ଗା ନିଶ୍ଚିନ୍ତକୋଇଲି, ସାଲେପୁର ଓ କିଶନ ନଗର ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ। ଏହି ତାଣ୍ଡବଲୀଳା ପରେ ବର୍ଷା ସହିତ କୁଆ ପଥର ସାଙ୍ଗକୁ ୭୦ ବେଗରେ ପବନ ବୋହିଥିଲା। ଏହି କାଳବୈଶାଖୀରେ ଅନେକ ଛୋଟବଡ଼ ଗଛ ଉପୁଡ଼ି ଯାଇଥିବା ଦେଖିବାକୁ ମିଳିଥିଲା । ଏହା ସହିତ ଚାଷୀ ମାନଙ୍କ ମୁଗ ଫସଲ ମଧ୍ୟ ନଷ୍ଟ ହୋଇଛି । ଏପରିକି ଘଡ଼ଘଡ଼ି ମଧ୍ୟ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.