ଆଦିବାସୀ ଲୋକ ନୃତ୍ୟରେ ମଜ୍ଜିଲେ ବିଏସଏଫ ଆଇଜି ଓ ଡିଆଇଜି

ମାଲକାନାଗିରି(କେ ନ୍ୟୁଜ): ଆଦିବାସୀ ଲୋକ ନୃତ୍ୟରେ ମଜ୍ଜିଲେ ବିଏସଏଫ ଆଇଜି। ମାଲକାନାଗିରିରେ ଓଡ଼ିଶା ବିଏସଏଫ ଆଇଜି ଏସସି ବୁଡାକୋଟି ଓ ଡିଆଇଜି ଶୈଳନ୍ଦ୍ର କୁମାର ସିହ୍ନା ସ୍ଥାନୀୟ ଆଦିବାସୀଙ୍କ ସହ ଲୋକନୃତ୍ୟର ତାଳେ ତାଳେ ଝୁମୁ ଥିବାର ଦେଖିବାକୁ ମିଳିଛି। ମାଓ ପ୍ରବଣ ଅଞ୍ଚଳ ସରିଆପାଲି ଗାଁରେ ‘ରେଜିଂ ଷ୍ଟାର ସ୍ପୋର୍ଟ୍ସ କ୍ଲବ’ ଉଦଘାଟନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯର୍୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଇଜି ବୁଡାକୋଟି ଓ ଡିଆଇଜି ଶୈଳନ୍ଦ୍ର କୁମାର ଆଦିବାସୀଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.