Below header

କରୋନା ପାଇଁ ମଦ ଦୋକାନ ବନ୍ଦ, ସେପଟେ ନିଆଳି ଅଂଚଳରେ ଚୋରାରେ ଚାଲିଛି ମଦର ବନ୍ୟା 

ନିଆଳି (କେନ୍ୟୁଜ୍‌) : କରୋନା ପାଇଁ ବିଶ୍ୱ ସମୁଦାୟ ଏବେ ଚିନ୍ତାରେ । ପ୍ରତି ମୂହୃର୍ତରେ କରୋନା ସଂକ୍ରମଣକାରୀ
ସଂଖ୍ୟା ଏବଂ ମୃତ୍ୟଙ୍କ ଲମ୍ବା ତାଲିକା ବଢ଼ିବାରେ ଲାଗିଛି । ଏପରିସ୍ଥଳରେ ସରକାର ନିତ୍ୟାବଶ୍ୟକ ସାମଗ୍ରୀ ଛାଡ଼ିଦେଲେ ସବୁ ବନ୍ଦ କରିଦେଇଛନ୍ତି । କିନ୍ତୁ କଟକ ଜିଲ୍ଲା ନିଆଳି,କଂଟାପଡ଼ା ଓ ବାରଙ୍ଗ ବ୍ଲକ ଅଂଚଳରେ ଚୋରା ମଦର ବନ୍ୟାର ସୁଅ ଛୁଟୁଛି । ସରକାର ଲକ ଡ଼ାଉନ ପୂର୍ବରୁ ସରକାରୀ ମଦ ଦୋକାନ ବନ୍ଦ କରିଥିବାବେଳେ କିଭଳି ଗାଁ ଗଣ୍ଡାରେ ମିଳୁଛି ଚୋରା ମଦ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.