Below header

ସଧାରଣତନ୍ତ୍ର ଦିବସରେ ବରଗଡ଼ରେ ନିଶୁଳ୍କ ବସ୍‌ ସେବାର ଶୁଭାରମ୍ଭ, ପୁରୁଣା ଚିକିତ୍ସାଳୟରୁ ନୂଆ ଚିକିତ୍ସାଳୟକୁ ମିଳିବ ବସ୍‌ ସେବା

ବରଗଡ(କେନ୍ୟୁଜ୍):ବରଗଡ଼ରେ ନିଶୁଳ୍କ ବସ୍‌ ସେବାର ଶୁଭାରମ୍ଭ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି। ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଖେଦାପାଲ୍ଲି-ଟୁକୁଲିଠାରେ ହୋଇଥିବା ନୂଆ ଚିକିତ୍ସାଳୟକୁ ଏହି ମାଗଣା ବସ୍‌ ସେବା ଉପଲବ୍ଧ ହେବ। ଆଜି ଉଦ୍‌ଘାଟନ ଅବସରରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, CDMOଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ। ଏହି ନିଶୁଳ୍କ ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.