Below header
Browsing Tag

free bus

ବୟସ୍କ ମହିଳାମାନେ ବସ୍‌ରେ କରିବେ ମାଗଣା ଯାତ୍ରା, ରାଜ୍ୟ ସରକାର କଲେ ଘୋଷଣା: ଜାଣନ୍ତୁ କେଉଁଠି

ମହିଳାମାନଙ୍କ ପାଇଁ ସରକାର ଦେଉଛନ୍ତି ବଡ ଉପହାର। ଏଣିକି ମହିଳାମାନେ ମାଗଣାରେ ବସ୍‌ରେ ଯାତ୍ରା କରିପାରିବେ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି। ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି । ୟୁପିର ରୋଡୱେଜ…

ସଧାରଣତନ୍ତ୍ର ଦିବସରେ ବରଗଡ଼ରେ ନିଶୁଳ୍କ ବସ୍‌ ସେବାର ଶୁଭାରମ୍ଭ, ପୁରୁଣା ଚିକିତ୍ସାଳୟରୁ ନୂଆ ଚିକିତ୍ସାଳୟକୁ ମିଳିବ…

ବରଗଡ(କେନ୍ୟୁଜ୍):ବରଗଡ଼ରେ ନିଶୁଳ୍କ ବସ୍‌ ସେବାର ଶୁଭାରମ୍ଭ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି। ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଖେଦାପାଲ୍ଲି-ଟୁକୁଲିଠାରେ ହୋଇଥିବା ନୂଆ ଚିକିତ୍ସାଳୟକୁ ଏହି ମାଗଣା ବସ୍‌ ସେବା ଉପଲବ୍ଧ ହେବ। ଆଜି ଉଦ୍‌ଘାଟନ…