ନୟାଗଡ: ଚାନ୍ଦପୁର ଇଣ୍ଡିକ୍ୟାସ ଏଟିଏମରୁ ବାହରୁଛି ପୋଡା ଓ ଚିରାଫଟା ନୋଟ, ସାଧାରଣରେ ତେଜୁଛି ଅସନ୍ତୋଷ

ଚାନ୍ଦପୁର ଥାନା ସମ୍ମୁଖରେ ଥିବା ଇଣ୍ଡିକ୍ୟାସ ଏଟିଏମରୁ ଚିରା ଫଟା ଓ ପୋଡା ନୋଟ ବହାରୁଥିବାର ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ଆଜି ଏହି ଏଟିଏମରୁ ୧୧୦୦୦ ଟଙ୍କା କାଢୁଥିବା ବେଳେ ସେଥିରୁ ୫୦୦ ଟଙ୍କିଆ ୨୨ ଖଣ୍ଡ ନୋଟ ବାହାରିଥଲା। ହେଲେ ଏହି ୨୨ ଖଣ୍ଡ ନୋଟ ଚିରା ଫଟା ଓ ପୋଡା ନୋଟ ବାହାରି ଥିବାର ଦେଖି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

indicashସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି ଏଟିଏମରୁ ଅନେକ ସମୟରେ ଏହି ଭଳି ନଷ୍ଟ ହୋଇଯାଇଥିବା ନୋଟ ବାହାରୁଛି। ହେଲେ ବ୍ୟାଙ୍କ କର୍ମଚାରୀଙ୍କ ଏଥିପ୍ରତି ଦୃଷ୍ଟି ରହୁନଥିବା ଅଭିଯୋଗ ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.