Below header

ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍‌ କଲା BMC

ଭୁବନେଶ୍ୱର: ଇନ୍ଦ୍ରଧନୁ ମାର୍କେଟ ସିଲ୍‌। ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍‌ କଲା BMC। ମାର୍କେଟରେ କୋଭିଡ ନିୟମ ଉଲ୍ଲଘଂନ ଯୋଗୁ ସିଲ୍‌ କରିଛି BMC।

ସୂଚନା ଥାଉକି, ୨୪ ଘଣ୍ଟା ସହ ସପ୍ତାହାନ୍ତ ସଟ୍‌ଡାଉନ ଯୋଗୁ ୩ ଦିନ ବନ୍ଦ ରହିବ ଏହି ମାର୍କେଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.