Browsing Tag

market seal

କୋଭିଡ୍‌ କଟକଣା ଉଲଂଘନ, ବନ୍ଦ ହେଲା ସାଲେପୁର କିଶନଗର ସାପ୍ତାହିକ ହାଟ

ସାଲେପୁର: କୋଭିଡ୍‌ କଟକଣା ଉଲଂଘନ ଅଭିଯୋଗରେ ସାପ୍ତାହିକ ହାଟ ବନ୍ଦ। ସାଲେପୁର କିଶନଗର ସାପ୍ତାହିକ ହାଟରେ ପରିବା କିଣିିବା ପାଇଁ ଏକାଠି ହୋଇଥିଲେ ୫୦୦ରୁ ଅଧିକ ଲୋକ। କାହାରି ମଧ୍ୟରେ ସାମାଜିକ ଦୂରତା ରହିନଥିଲା। ପୋଲିସ ପ୍ରଶାସନ ପହଞ୍ଚି ହାଟକୁ ସିଲ୍‌ କରିଦେଇଥିଲେ। ଆସନ୍ତା ୧୯ ତାରିଖ…

ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍‌ କଲା BMC

ଭୁବନେଶ୍ୱର: ଇନ୍ଦ୍ରଧନୁ ମାର୍କେଟ ସିଲ୍‌। ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍‌ କଲା BMC। ମାର୍କେଟରେ କୋଭିଡ ନିୟମ ଉଲ୍ଲଘଂନ ଯୋଗୁ ସିଲ୍‌ କରିଛି BMC। ସୂଚନା ଥାଉକି, ୨୪ ଘଣ୍ଟା ସହ ସପ୍ତାହାନ୍ତ ସଟ୍‌ଡାଉନ ଯୋଗୁ ୩ ଦିନ ବନ୍ଦ ରହିବ ଏହି ମାର୍କେଟ।

ସିଲ୍‌ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ୍, ନିୟମ ଉଲଂଘନ କରିଥିବା ଅଭିଯୋଗରେ

ଭୁବନେଶ୍ୱର: ସିଲ୍‌ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ। ଦୋକାନୀମାନେ ନିୟମ ଖିଲାପ କରିଥିବା ଅଭିଯୋଗରେ ମାର୍କେଟକୁ BMC ପକ୍ଷରୁ ସିଲ୍‌ କରାଯାଇଛି। ରାଜଧାନୀ ରେଡ୍‌ ଜୋନ୍‌ରେ ଥିବା ସତ୍ତ୍ୱେ ଦୋକାନୀମାନେ ସଚେତନ ନହୋଇ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି। ବାପୁଜୀନଗର ମାର୍କେଟ…