ଆପିଏସ ହିମାଂଶୁ ଲାଲଙ୍କୁ ଡିଆଇଜି ପଦକୁ ପଦନ୍ନୋତି, ବିଜୟ କୁମାର ଶର୍ମାଙ୍କୁ ପିଣ୍ଟ୍ରିଂ ଷ୍ଟେଷନାରୀ ଓ ପବ୍ଲିକେସନ ବିଭାଗର ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):  ଦୁଇ ଆପିଏସଙ୍କୁ ନୂଆ ଦାୟିତ୍ବ।  ଆପିଏସ ହିମାଂଶୁ ଲାଲଙ୍କୁ ଡିଆଇଜି ପଦକୁ ପଦନ୍ନୋତି। ବର୍ତ୍ତମାନ GA ଓ PG ବିଭାଗର ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି।   ସେହିପରି ବରିଷ୍ଠ ଆଇପିଏସ ବିଜୟ କୁମାର ଶର୍ମାଙ୍କୁ ପିଣ୍ଟ୍ରିଂ ଷ୍ଟେଷନାରୀ ଓ ପବ୍ଲିକେସନ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ସେ ଗୃହ ବିଭାଗର ଓଏସଡି ଅଛନ୍ତି। ଦୁଇ ଅଧିକାରୀଙ୍କୁ ନୂଆ ଦାୟିତ୍ୟ ମିଳିଥିବାର ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି ।

ips