କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ, କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ

ଦାରିଙ୍ଗବାଡି(କେନ୍ୟୁଜ୍):  କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ । ରାଇକିଆ, ଦାରିଂବାଡ଼ି, ବାଲିଗୁଡ଼ା, ଉଦୟଗିରି, ଟିକାବାଲିରେ ସ୍ୱଳ୍ପ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।

ଭୂକମ୍ପର ତୀବ୍ରତା ଜଣାପଡ଼ି ନଥିବା ବେଳେ ଲୋକେ ସାମାନ୍ୟ ଭୟଭିତ ହୋଇପଡ଼ିଛନ୍ତି । ରାତି ପ୍ରାୟ ୯.୪୫ ବେଳକୁ ଝଟକା ଲାଗିଥିବାର ସ୍ଥାନୀୟ ଲୋକ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.