Below header

ଜୟପୁର ବୋରିଗୁମ୍ମା RWSS କନିଷ୍ଠ ଯନ୍ତ୍ରୀ ଏମ୍‌.ଭେଙ୍କଟ ରାଓଙ୍କ ମିଳୁନି ପତ୍ତା, ଗତକାଲିଠୁ ଅଫିସ ଯାଇ ନିଖୋଜ

ଜୟପୁର: ଅଫିସ ଯାଇ ଯନ୍ତ୍ରୀ ନିଖୋଜ। ୨୪ଘଣ୍ଟା ହେଲାଣି ଜୟପୁର ବୋରିଗୁମ୍ମା RWSS କନିଷ୍ଠ ଯନ୍ତ୍ରୀ ଏମ୍‌.ଭେଙ୍କଟ ରାଓଙ୍କ ମିଳୁନି ପତ୍ତା। ଗତକାଲି ଡ୍ୟୁଟିରେ ହରଡ଼ାପୁଟ ଯାଇଥିଲେ ଏମ୍‌.ଭେଙ୍କଟ। ଅନ୍ୟମାନେ ଘରକୁ ଫେରିଥିଲା ବେଳେ ଜେଇଙ୍କ ପତ୍ତା ମିଳୁନି। ଯନ୍ତ୍ରୀଙ୍କ ନିଖୋଜ ନେଇ ବି.ସିଂହପୁର ଥାନାରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.