ଭିଜିଲାନ୍ସ ଜାଲରେ ନବରଙ୍ଗପୁର ବୋରଗ ପ୍ରକଳ୍ପ ହାଇସ୍କୁଲ ପ୍ରଧାନ ଶିକ୍ଷକ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ନବରଙ୍ଗପୁର ରାଇଘର ବ୍ଳକ ଅନ୍ତର୍ଗତ ବୋରଗ ପ୍ରକଳ୍ପ ହାଇସ୍କୁଲ ପ୍ରଧାନ ଶିକ୍ଷକ ରଞ୍ଜିତ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ। ପ୍ରଧାନଶିକ୍ଷକଙ୍କ ରାଇଘରରେ ଥିବା ୩ଟି ବାସଭବନ, ଦୋକାନ ଘର ଓ ସ୍କୁଲ ଘରେ ଚଢାଉ ହେଉଛି। ୩୦ଜଣ ସଦସ୍ୟ ୫ଟି ଟିମ୍‌ରେ ଭାଗ ହୋଇ ଏହି ରେଡ୍‌ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ହସ୍ତଗତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.